ମହାରାଷ୍ଟ୍ର ରେ ବିଜେପି ର ବୃହତ ବିଜୟପାଇଁ ଛତ୍ରପୁର ରେ ବାଣ ଫୁଟାଇ ମିଠା ଖୁଆଇ ଉତ୍ସବ ପାଳନ

ଛତ୍ରପୁର -୨୪.୧୧.୨୪

(ମିଥୁନ ବାରିକ୍)

ଛତ୍ରପୁର ଛତ୍ରପୁର ବିଧାୟକ କୃଷ୍ଣ ନାୟକଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ବିଜେପି କୁ ବହୁମତ ସରକାର ଗଢିବl ଖୁସି ରେ ଛତ୍ରପୁର ଚଣ୍ଡୀ ଛକ ନିକଟରେ ଶତାଧିକ ବିଜେପି କର୍ମୀ ନେତାଙ୍କ ଉପସ୍ଥିତିରେ ବାଣ ଫୁଟାଇ ମିଷ୍ଟାନ୍ନ ଖୁଆଇ ଉଛଵ ପାଳନ କରାଯାଇଥିଲାଏହି କାର୍ଯ୍ୟକ୍ରମ ରେ ବିଜେପି ର ପ୍ରଦୀପ ପାଢ଼ୀ, ଚନ୍ଦ୍ର ଶେଖର ରେଡ୍ଡୀ, ରୁଈନା ପଟନାୟକ,ପ୍ରଶାନ୍ତ ନାୟକ, ପ୍ରଫୁଲ୍ଲ ପଣ୍ଡା, ପଦ୍ମ ସାହୁ, ବନୋଜ ନାହାକ ଓ ବହୁ ଯୁବ ନେତା କର୍ମୀ ସାମିଲ ହୋଇ ଉତ୍ସବ ପାଳନ କରିଥିଲେ

Leave a Reply

Your email address will not be published. Required fields are marked *