Read more୨୫ରେ ବସିବ ସର୍ବଦଳୀୟ ବୈଠକ । ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିବା ପାଇଁ ଯାଉଛି । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ମଧ୍ୟରେ ହବେ ଆଲୋଚନା । ଏନେଇ ଆଜି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।