କଳିଙ୍ଗ ବାଲିଯାତ୍ରା ପାଇଁ ସେସପର୍ଯ୍ୟାୟରେ ପ୍ରସ୍ତୁତି l

ପାରାଦୀପ ବିଶ୍ୱୋ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଥିବା ଜଣାଯାଇଛି l ଏହି କଳିଙ୍ଗ ବାଲିଯାତ୍ରା ଆସନ୍ତା ନଭେମ୍ୱର ଚଉଦ ତାରିଖରୁ ଏକୋଇଶି ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏହି ଉଦଘାଟନି ଉତ୍ସବ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତକୁ ନେଇ ଚଳ ଚଞ୍ଚଳ ପାରାଦୀପ ସହର l ଏହାକୁ ଆଖି ଆଗରେ ରଖି ମୁଖ୍ୟ ମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଅସ୍ତାଇ ହେଲି ପ୍ୟାଡ ତିଆରି କରାଯିବା ସହ ପୋଲିସ ପ୍ରଶାସନ, ପାରାଦୀପ ବନ୍ଦର ପ୍ରାଧିକରଣ ଓ ପାରାଦୀପ ପୌର ପ୍ରଶାସନ ସମସ୍ତ ଅଧିକାରୀ ମାନେ ତତପର ଥିବା ଦେଖିବାକୁ ମିଳୁଛି l ଏହାକୁ ନେଇ ପାରାଦୀପ ବେଳାଭୂମି ସମ୍ପୂର୍ଣ ସଜେଇ ହେବାରେ ଲାଗିଛି l ଏହି କଳିଙ୍ଗ ବାଲିଯାତ୍ରା ରେ ପୁର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁନ୍ୟ ଏକ ହଜାର ରୁ ଅଧିକ ଷ୍ଟଲ୍ ତିଆରି କରାଯାଇ ଥିବା ଜଣା ଯାଇଛି l ଏହି କଳିଙ୍ଗ ବାଲିଯାତ୍ରା ରେ ବିଭିନ୍ନ ଆଡୁ ସସ୍ନୁକୃତି କର୍ଯ୍ୟ କ୍ରମ କରିବା ପାଇଁ ଓଡ଼ିଶା ବାହାରୁ କଳାକାର ମାନେ ଆସିବାର ବେବସ୍ତl ଥିବା ଶହ ବଲିଉଡ କଳାକାର ମଧ୍ୟ ଆସିବାର ବେଵସ୍ତl ମଧ୍ୟ କରାଯାଇ ଥିବା ଜଣା ଯାଇଛି l ଏହି କଳିଙ୍ଗ ବାଲିଯାତ୍ରା ରେ ହୋଟେଲ ଆମ୍ପ୍lୟାର୍ସ ତରଫରୁ ପ୍ରତବର୍ଷ ଭଳି ଏ ବର୍ଷ ମଧ୍ୟ ଡେଲିକ୍ୟlପ୍ଟ ର ଷ୍ଟଲ ହେବାର ଯୋଜନା କରାଯାଇ ଥିବା ଏମ୍ପାୟାର୍ସ ଗ୍ରୁପର ସିନିୟର୍ ସେଲେସ ମାର୍କେଟିଙ୍ଗ ମ୍ୟାନେଜର ଏମ୍ ଏମ ଖାନ ଠାରୁ ଜଣାଯାଇଛି lକଳିଙ୍ଗ ବାଲିଯାତ୍ରା କମିଟି ର ମୁଖ୍ୟ ଜଗତସିଂପୁରରେ ଜିଲ୍ଲାର ଜିଲ୍ଲାପାଳ ଥିବା ବେଳେ ତାଙ୍କ ନେତୃତ୍ବରେ ତଦାରଖ କାର୍ଯ୍ୟ ଚାଲୁ ଥିବା ଶହ ପାରାଦୀପ ପୌର ପ୍ରଶାସନ ର ଅଧକ୍ଷ ବସନ୍ତ କୁମାର ବିଶ୍ଵାଳ ଶହ ଯୋଗରେ କାର୍ଯ୍ୟ କ୍ରମ ଶେଷ ପର୍ଯ୍ୟାୟରେ ପହଁଚିଛି l

ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍ କ୍ରାନ୍ତିଧାରା ନିୟୁଜ ପ୍ଲସ

Leave a Reply

Your email address will not be published. Required fields are marked *