
[7:17 pm, 14/11/2024] B Patana Negi: ଜୟପାଟଣା ୧୪/୧୧
କଳାହାଣ୍ଡି ଜିଲ୍ଲା ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି ନ ଥିବାରୁ ରବି ଜଳ ସେଚନ କୁ ସଙ୍କୁଚିତ କରିଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି|ଗତ ବର୍ଷ ତୁଳନାରେ ଚଳିତ ବର୍ଷ କଳାହାଣ୍ଡି ସମେତ ଇନ୍ଦ୍ରାବତୀ ଉପର ମୁଣ୍ଡରେ ୨୦୦ମି, ମି କମ୍ ବର୍ଷା ହୋଇଥିବାରୁ ଏପରି ସ୍ଥିତାବସ୍ଥା ଉତ୍ପନ୍ନ ହୋଇଛି ବୋଲି ଆଲୋଚନା ହେଉଛି|ଗତବର୍ଷ କେଲେଣ୍ଡର ବର୍ଷ ରେ ୧୨୧୬ମିଳି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ୧୦୭୮ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଯାହାକି କଳାହାଣ୍ଡି ଜିଲ୍ଲାର ହାରାହାରି ବର୍ଷା ର ପରିମାଣ ରୁ କମ|ଆସନ୍ତା ୧୪ତାରିଖ ରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି ନିଆ ଯାଇଥିବା ବେଳେ ଆଗାମୀ ରବି ଜଳ ସେଚନ ପାଇଁ ପରିବର୍ତ୍ତିତ ଚିଠା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି|ଚଳିତ ବର୍ଷ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନା…
: ଜୟପାଟଣା ରୁ ଶେଷଦେବ ବେହେରା ଙ୍କ ରିପୋର୍ଟ