
ଯାଜପୁର, ଅଭିମନ୍ୟୁ ମିଶ୍ର(କଲିଙ୍ଗ ପ୍ରଭା ଟିଭି) : ଯାଜପୁର ଜିଲ୍ଲା ର ସୁକିନ୍ଦା ଖଣି ଅଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ଖଣି ଖନନଓ ବେତନ ଓ ଖଣି ସୁରକ୍ଷା ସାମଗ୍ରୀ ଯୋଗାଇ ଦେବା ପାଇଁ ପୁର୍ବ ତନ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ ଦାବି କରି ଛନ୍ତି l ଖଣି କାର୍ଯ୍ୟlଳୟ ରେ ନିଯୁକ୍ତି ଦିଅନ୍ତୁ l
ଖଣି ରେ କାର୍ଯ୍ଯ କରୁ ଥିବା ଶ୍ରମିକ ମାନଙ୍କୁ
ବେଦାନ୍ତ-ଫେକର୍ ଏବଂ କେଟିଏଲ୍ ସଂସ୍ଥା ଅଧିନରେ କାର୍ଯ୍ୟରତ ଖଣି ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ସୁକିନ୍ଦା ରିଜିୟନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘର ସଭାପତି ଇଂ ପ୍ରୀତିରଞ୍ଜନ ଘଡ଼ାଇ, ବୈଠକ କରିଛନ୍ତି।
•କାଳିଆପାଣି ଠାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରମିକମାନଙ୍କ ସୁରକ୍ଷା ଏବଂ ଆନୁଷଙ୍ଗିକ ସୁବିଧାରେ ଉନ୍ନତି ଆଣିବା ସଂପର୍କରେ ଆଲୋଚନା ହୋଇଛି।
•ଯଦି ନୂତନ ସଂସ୍ଥାକୁ ଖଣି ଖନନ କାର୍ଯ୍ୟର ଦାୟିତ୍ୱ ପ୍ରଦାନ ହେଉଛି, ସେହି ସଂସ୍ଥାରେ ଏବେକାର ସମସ୍ତ ଶ୍ରମିକ ମାନଙ୍କୁ ନିଯୁକ୍ତି ମିଳିବା ନେଇ ଆଲୋଚନା ହୋଇଛି।
•ଶ୍ରମିକଙ୍କ ହକ୍ ପାଇଁ ଖଣି ଖନନ କରୁଥିବା ସଂସ୍ଥା ସହ ସୁକିନ୍ଦା ରିଜିୟନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ, ଯଥାଶୀଘ୍ର ଆଲୋଚନା କରିବ।
ରିପୋର୍ଟ ଅଭିମନ୍ୟୁ ମିଶ୍ର