ମମିତା ମେହେର ତାତି , ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି ୧୬/୦୬/୨୪ (କଣ୍ଟାବାଞ୍ଜି ରୁ ଜୁଗଳ କିଶୋର ଶବର ଙ୍କ ରିପୋର୍ଟ ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରେଇବା ପାଇଁ ନିଜର ନିର୍ବାଚନୀ ପ୍ରଚାରରେ ବାରମ୍ବାର କହିଥିଲେ ବିଧାୟକ ଲକ୍ଷ୍ମଣ ବାଗ। ଆଜି ରବିବାର ଦିନ ମମିତା ମେହେରଙ୍କ ପୈତୃକ ଘର ତୁରେକେଲା ବ୍ଲକ ଝରନିକୁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଦେଖା କରି ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *