ଗୁରୁତର ବୃଦ୍ଧା ଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଅମିତ ସିଂ ସାଲୁଜା

ତୁରେକେଲା (ମୀନକେତନ ନିଆଲ୍): କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନା ରେ ଦିନକୁ ଦିନ ବଢୁଛି ରକ୍ତ ଅଭାବ ରୋଗୀଙ୍କ ସଂଖ୍ୟା l
ଜରୁରୀ କାଳୀନ ସେବା ପାଇଁ ମଧ୍ୟ ବିଜୁପଟ୍ଟନାୟକ ରକ୍ତ ଭଣ୍ଡାର ରେ ରକ୍ତ ମହଜୁଦ ନାହିଁ l ଗୁରୁବାର ଦିନ ଜଣେ ବୃଦ୍ଧା ଦାନ ସୁନା (୭୫) ଙ୍କ ହଠାତ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେ ବାରୁ ତାଙ୍କ ସମ୍ପର୍କୀୟ କଣ୍ଟାବାଞ୍ଜି ହସ୍ପିଟାଲ ରେ ଭର୍ତ୍ତି କରାଇଲେ,, ଚିକିତ୍ସା ପାଇଁ ତାଙ୍କୁ ବି ପଜିଟିବ ରକ୍ତ ଦରକାର ପଡିବାରୁ ତାଙ୍କ ପରିବାର ହଇରାଣ ହୋଇ ଯାଇଥିଲେ,, ବିଭିନ୍ନ ସାମାଜିକ ଗଣମାଧ୍ୟମ ରୁ ଖବର ପାଇଁ ସ୍ବେସ୍ଛା କୃତ ରକ୍ତଦାନ କରିଅଛନ୍ତି ଅମିତ ସିଂ ସାଲୁଜା (ସେଜି ) ବ୍ୟସ୍ତ ବହୁଳ ଜୀବନ ଭିତରେ ଜଣେ ବୃଦ୍ଧାଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇବାରୁ ରୋଗୀଙ୍କ ସମ୍ପର୍କୀୟ ଙ୍କ ତରଫରୁ ଧନବାଦ ଦେଇଛନ୍ତି l
ତେବେ ଏଭଳି ମହତ କାର୍ଯ୍ୟ ପାଇଁ ଶ୍ରୀ ସିଂ କୁ ସ୍ଥାନୀୟ ଅଞ୍ଚଳ ରେ ଲୋକେ ଧନ୍ୟବାଦ ଦେଇଛ ନ୍ତି l

Leave a Reply

Your email address will not be published. Required fields are marked *