ନିର୍ବାଚନ ଲଢ଼ିବି ନାହିଁ, ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ ପାଣ୍ଡିଆନ 

ଭୁବନେଶ୍ୱର (ଓଡ଼ିଶା ଟୁଡେ): ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ। ନିଜେ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ୍ ଶର୍ମା; ପ୍ରଧାନମନ୍ତ୍ରୀଙ୍କ ସହ ବହୁ ନେତା ସାମିଲ

ଜୟପୁର (ଏଜେନ୍ସି): ରାଜସ୍ଥାନରେ ଭଜନଲାଲ୍ ରାଜ୍ । ଆଜୁଠି ଆରମ୍ଭ ହୋଇଛି ଭଜନଲାଲ୍ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ

ଭୁବନେଶ୍ବର (ଓଡ଼ିଶା ଟୁଡେ): ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଦଳର ସଭାପତି…

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ

ନୂଆଦିଲ୍ଲୀ (ଏଜେନ୍ସି): ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ମିଶିଲେ ଭି କାର୍ତ୍ତିକେୟନ ପାଣ୍ଡିଆନ

ଭୁବନେଶ୍ୱର (ଓଡ଼ିଶା ଟୁଡେ): ଶେଷରେ ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ…

ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଘେରାଉ

ଛତ୍ରପୁର (ଓଡ଼ିଶା ଟୁଡେ): ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଭାଜପା ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର  ବ୍ଲକ…

ନ୍ୟାସନାଲ ହେରାଲ୍ଡ ମାମଲାରେ ବଡ ଆକ୍ସନ: ୭୫୨ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ (ଏଜେନ୍ସି): ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଗାନ୍ଧୀ ପରିବାର ସହ ଜଡିତ ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ…

ବିଜେପି ପକ୍ଷରୁ ନୟାଗଡ଼ ବ୍ଳକ ଘେରାଉ, ବ୍ଳକ ଗେଟ ରେ ତାଲା ପକାଇଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ

ନୟାଗଡ଼ (ଓଡ଼ିଶା ଟୁଡେ): ନୟାଗଡ଼ ପକ୍ଷରୁ ନୟାଗଡ଼ ପଞ୍ଚାୟତ ସମିତିରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ନୟାଗଡ଼ର ରାଣୀ ତଥା ପୂର୍ବତନ…

ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ, ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ

ଭୁବନେଶ୍ୱର (ଓଡ଼ିଶା ଟୁଡେ): ଉପବାଚସ୍ପତି ହେବାକୁ ଯାଉଛନ୍ତି ଆଦିବାସୀ ନେତା ତଥା ବିଧାୟକ ସାଲୁଗା ପ୍ରଧାନ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି…

‘କ୍ୟାସ ଫର କ୍ବାରୀ’ ମାମଲା: ‘ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ’

ନୂଆଦିଲ୍ଲୀ (ଏଜେନ୍ସି): ‘କ୍ୟାସ ଫର କ୍ବାରୀ’ ମାମଲାରେ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ କରି ସଂସଦ ଏଥିକ୍ସ କମିଟି ବୈଠକରୁ ଚାଲି…