ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଆର୍ଟରାକ୍‌ ପରିଦର୍ଶନ ସହ ଶ୍ରଦ୍ଧାଞ୍ଜଳି ସ୍ଥଳ ଉଦଘାଟନ ସମାରୋହରେ ଅଂଶଗ୍ରହଣ କଲେ

ସିମଲା, ୨୩.୦୩.୨୦୨୬ ପିଆଇବି, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଗସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ସିମଲା ଲୋକଭବନଠାରେ…

ତିନୋଟି ନୂତନ ଉପକ୍ରମର ଘୋଷଣାକଲେ କେନ୍ଦ୍ରସୂଚନା ଏବଂ ପ୍ରସାରଣମନ୍ତ୍ରୀ ଅଶ୍ୱିନୀବୈଷ୍ଣବ

ନୂଆଦିଲ୍ଲୀ : କେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀଅଶ୍ୱିନୀବୈଷ୍ଣବଆଜିତିନୋଟିପ୍ରମୁଖଉପକ୍ରମରଘୋଷଣାକରିଛନ୍ତି । ଏସବୁଉପକ୍ରମଭାରତରଗଣମାଧ୍ୟମ, ପ୍ରସାରଣଏବଂଡିଜିଟାଲକ୍ଷେତ୍ରକୁସୁଦୃଢ଼କରିବାସହିତସୃଜନଶୀଳଅର୍ଥବ୍ୟବସ୍ଥାକୁପ୍ରୋତ୍ସାହନଦେବ।ଏହିତିନୋଟିଉପକ୍ରମରୁପ୍ରଥମଟିହେଉଛି- ଏଆଇଦକ୍ଷତାବିକାଶକାର୍ଯ୍ୟକ୍ରମ। ଗୁଗଲଏବଂୟୁଟ୍ୟୁବରସହଭାଗିତାରେଭାରତରସୃଜନଶୀଳପ୍ରଯୁକ୍ତିପ୍ରତିଷ୍ଠାନ (ଆଇଆଇସିଟି) ମାଧ୍ୟମରେଏହାକାର୍ଯ୍ୟକାରୀହେବ। ଦ୍ୱିତୀୟଉପକ୍ରମଟିହେଉଛି ୱେଭ୍ସଓଟିଟିପ୍ଲାଟଫର୍ମଜରିଆରେନାଗରିକଙ୍କୁକଣ୍ଟେଣ୍ଟବାକାର୍ଯ୍ୟକ୍ରମପ୍ରସ୍ତୁତିରେସହାୟତାକରିବାଲାଗିମାଇ ୱେଭ୍ସପ୍ଲାଟଫର୍ମରଶୁଭାରମ୍ଭ। ଏହାସହିତଡିଡି…

‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ’ଭାରତ ଇନୋଭେଟ୍ସ’- ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ, ୨୨ ମାର୍ଚ୍ଚ ୨୦୨୬ – ‘ଭାରତ ଇନୋଭେଟ୍ସ’ ଆମ ଦେଶର ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର…

ଭାରତୀୟ ରେଳବାଇର ସଂଶୋଧିତ ଭତ୍ତା ହାରରେ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କୁ ଲାଭ , କିଲୋମିଟରେଜ ଆଧାରରେ ରେଳ କର୍ମଚାରୀଙ୍କୁ ବର୍ଦ୍ଧିତ ଭତ୍ତା

ନୂଆଦିଲ୍ଲୀ : ୨୦୨୪ ଜାନୁଆରୀ ୧ ତାରିଖରୁ ମହଙ୍ଗା ଭତ୍ତା ୫୦%କୁ ବୃଦ୍ଧି ପାଇବା ପରେ ଭାରତୀୟ ରେଳବାଇ ରେଳ ବ୍ୟବସ୍ଥାରେ…

ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ପଶ୍ଚିମଏସିଆରେଦେଖାଦେଇଥିବାଘଟଣାକ୍ରମରମୁକାବିଲାଲାଗିକେନ୍ଦ୍ରସରକାରଗ୍ରହଣକରିଥିବାପଦକ୍ଷେପସମ୍ପର୍କରେସୂଚନାଦେଇଛନ୍ତି। ଇନ୍ଧନ ଯୋଗାଣ ଏବଂ ଉପଲବ୍ଧତା ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରିପ୍ରେକ୍ଷୀରେ, ସାରା ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ…

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ , ଇଦ୍‌ ଏବଂ ନୌରଜର ଶୁଭକାମନା ଜଣାଇଲେ; କ୍ଷେତ୍ରୀୟ ସ୍ଥିରତା ଓ ସାମୁଦ୍ରିକ ସୁରକ୍ଷା ଉପରେ କଲେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ୍‌ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକସିୟାନଙ୍କ ସହ କଥା ହୋଇଛନ୍ତି ।…

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

୧୩,୭୦୦ରୁ ଅଧିକ ନୂତନ ପିଏନଜି ସଂଯୋଗ, ୭,୩୦୦ରୁ ଅଧିକ ଗ୍ରାହକ ଏଲପିଜିରୁ ପିଏନଜିକୁ ସ୍ଥାନାନ୍ତରିତ ୧୩ ମାର୍ଚ୍ଚରେ ୮୯ ଲକ୍ଷ ପ୍ୟାନିକ୍…

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

ପ୍ରତିକୂଳ ପାଗ ପ୍ରଭାବିତ ଚାଷୀଙ୍କୁ ତୁରନ୍ତ ରିଲିଫ୍ ଓ ବୀମା ସମାଧାନ ପାଇଁ ନିର୍ଦ୍ଦେଶ ସମନ୍ୱୟ, ଫସଲ କଟା ପରୀକ୍ଷଣ ଓ…

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ : ପଶ୍ଚିମ ଏସିଆର ଘଟଣାକ୍ରମ ବିଷୟରେ ସରକାରଗଣମାଧ୍ୟମକୁ ନିୟମିତ ଭାବରେ ସୂଚନା ଦେଉଛନ୍ତି। ଏହିକ୍ରମରେଆଜିନୂଆଦିଲ୍ଲୀସ୍ଥିତନେସନାଲମିଡିଆସେଣ୍ଟରଠାରେଆଉ ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ…

 ଦାୟିତ୍ୱପୂର୍ଣ୍ଣ ଏବଂ ବିଶ୍ୱସ୍ତ ବିଜ୍ଞାପନ ଇକୋସିଷ୍ଟମ ସୃଷ୍ଟି ପାଇଁ ଆହ୍ୱାନ

ପ୍ରାମାଣିକତା ବଜାୟ ରଖି ଦର୍ଶକଙ୍କ ବିଶ୍ୱାସକୁ ସୁରକ୍ଷିତ ରଖିବା ଏବଂ ଭ୍ରମାତ୍ମକ ପ୍ରଚାରକୁ ଏଡ଼ାଇବାକୁ ଅନୁରୋଧ କଲେ ସୂଚନା ଏବଂ ପ୍ରସାରଣ…