ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ଯ୍ୟ କରିବା ଉଚିତ୍‌ : ପିଆଇବି ଏଡିଜି ଅଖିଳ କୁମାର ମିଶ୍ର

ବାଲେଶ୍ୱର, ଏପ୍ରିଲ ୯ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ…

ଔଷଧ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି ସରକାର

୦୫ ଏପ୍ରିଲରେ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି  ଭାରତର ଏଲପିଜି ଜାହାଜ ଗ୍ରୀନ୍ ଆଶା ଦ୍ୱିପାକ୍ଷିକ ସହଯୋଗ ସମୀକ୍ଷା…

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ଭାରତର ବିଦ୍ୟୁତ୍ ବ୍ୟବସ୍ଥା ଦୃଢ଼ ରହିଛି ଏବଂ ଦୀର୍ଘକାଳୀନ ଚାହିଦା ପୂରଣ କରିବା ପାଇଁ ପ୍ରସ୍ତୁତ ବନ୍ଦରଗୁଡ଼ିକରେ କାର୍ଯ୍ୟ ସ୍ବାଭାବିକ ରହିଛି…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌

ପୁରୀ ( କ ବ୍ୟୁ ) ୪/୪(ବଳରାମ ତ୍ରିପାଠି): ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରିଛି ପରିବେଶ, ଜଙ୍ଗଲ…

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରର ନବୀନ ଅପଡେଟ୍

ନାଗରିକମାନଙ୍କୁ ଗୁଜବ ପ୍ରତି ସତର୍କ ରହିବାକୁ ପରାମର୍ଶ    ଏଲପିଜି ବଣ୍ଟନକୁ ପ୍ରାଥମିକତା, ଭୁଲ ସୂଚନା ବିରୋଧରେ ସତର୍କତା ବଜାୟ ରଖିବାକୁ…

ଗରିବ  ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀସେବା ଯୋଗାଇଦେବା ରେଳବାଇର ପ୍ରାଥମିକତା : ଶ୍ରୀଅଶ୍ୱିନୀବୈଷ୍ଣବ

ନୂଆଦିଲ୍ଲୀ : କେନ୍ଦ୍ରରେଳ, ସୂଚନା ଓ ପ୍ରସାରଣଏବଂଇଲେକ୍ଟ୍ରୋନିକ୍ସଏବଂସୂଚନାପ୍ରଯୁକ୍ତିମନ୍ତ୍ରୀଶ୍ରୀଅଶ୍ୱିନୀବୈଷ୍ଣବଆଜିନୂଆଦିଲ୍ଲୀରରେଳଭବନରେସାରାଦେଶରରେଳଅଧିକାରୀଙ୍କସହଏକସମୀକ୍ଷାବୈଠକରେଅଧ୍ୟକ୍ଷତାକରିଛନ୍ତି। କେନ୍ଦ୍ରମନ୍ତ୍ରୀଗୁରୁତ୍ୱାରୋପକରିକହିଛନ୍ତି,ଗରିବଏବଂମଧ୍ୟମବର୍ଗଙ୍କୁଏକଉତ୍ତମଯାତ୍ରାଅଭିଜ୍ଞତାପ୍ରଦାନକରିବାଭାରତୀୟରେଳବାଇରସର୍ବୋଚ୍ଚପ୍ରାଥମିକତାହୋଇରହିଛି। ଏହିଲକ୍ଷ୍ୟହାସଲଦିଗରେମିଳିତଭାବେକାର୍ଯ୍ୟକରିବାଲାଗିସେସମସ୍ତଅଧିକାରୀଙ୍କୁଆହ୍ୱାନକରିଥିଲେ। ଶ୍ରୀବୈଷ୍ଣବମଧ୍ୟସମଗ୍ରରେଳବାଇପରିବାରକୁଗତବର୍ଷସେମାନଙ୍କରପ୍ରଶଂସନୀୟପ୍ରଦର୍ଶନପାଇଁଅଭିନନ୍ଦନଜଣାଇଥିଲେ। ସେକହିଥିଲେ,ରେଳଦୁର୍ଘଟଣାରେଐତିହାସିକହ୍ରାସଏବଂରେକର୍ଡସଂଖ୍ୟକମାଲପରିବହନଯୋଗୁଁସାରାଦେଶରେଭାରତୀୟରେଳବାଇରଭାବମୂର୍ତ୍ତିରେଉଲ୍ଲେଖନୀୟଉନ୍ନତିଘଟିଛି। ପର୍ବପର୍ବାଣୀସମୟରେବହୁସଂଖ୍ୟକସ୍ୱତନ୍ତ୍ରଟ୍ରେନରପ୍ରଭାବୀପରିଚାଳନାକୁମଧ୍ୟସେପ୍ରଶଂସାକରିଥିଲେ, ଯାହାଯାତ୍ରାରବର୍ଦ୍ଧିତଚାହିଦାକୁପୂରଣକରିବାରେସହାୟକହୋଇଥିଲା। ଯାତ୍ରୀଙ୍କଅଭିଜ୍ଞତାରଗୁରୁତ୍ୱ ଉପରେଆଲୋକପାତକରିକେନ୍ଦ୍ରମନ୍ତ୍ରୀକହିଥିଲେ,ରେଳଷ୍ଟେସନଗୁଡ଼ିକଜନସାଧାରଣଙ୍କସମ୍ମୁଖରେଭାରତୀୟରେଳବାଇରଚେହେରାଏବଂଏହାକୁସ୍ୱଚ୍ଛତଥାଭଲଭାବେରକ୍ଷଣାବେକ୍ଷଣକରାଯିବାଆବଶ୍ୟକ। ସମସ୍ତଷ୍ଟେସନରେସ୍ୱଚ୍ଛତାଏବଂଉନ୍ନତଯାତ୍ରୀସୁବିଧାସୁନିଶ୍ଚିତକରିବାପାଇଁସମ୍ପୂର୍ଣ୍ଣଉତ୍ସର୍ଗୀକୃତଭାବରେକାର୍ଯ୍ୟକରିବାକୁସେଅଧିକାରୀମାନଙ୍କୁଅନୁରୋଧକରିଥିଲେ। ଗତଦଶନ୍ଧିମଧ୍ୟରେରେଳବାଇରଆଧୁନିକୀକରଣପାଇଁରେକର୍ଡଆବଣ୍ଟନବିଷୟରେଉଲ୍ଲେଖକରିସେଗୁରୁତ୍ୱାରୋପକରିକହିଥିଲେ,…

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଆର୍ଟରାକ୍‌ ପରିଦର୍ଶନ ସହ ଶ୍ରଦ୍ଧାଞ୍ଜଳି ସ୍ଥଳ ଉଦଘାଟନ ସମାରୋହରେ ଅଂଶଗ୍ରହଣ କଲେ

ସିମଲା, ୨୩.୦୩.୨୦୨୬ ପିଆଇବି, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଗସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ସିମଲା ଲୋକଭବନଠାରେ…

ତିନୋଟି ନୂତନ ଉପକ୍ରମର ଘୋଷଣାକଲେ କେନ୍ଦ୍ରସୂଚନା ଏବଂ ପ୍ରସାରଣମନ୍ତ୍ରୀ ଅଶ୍ୱିନୀବୈଷ୍ଣବ

ନୂଆଦିଲ୍ଲୀ : କେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀଅଶ୍ୱିନୀବୈଷ୍ଣବଆଜିତିନୋଟିପ୍ରମୁଖଉପକ୍ରମରଘୋଷଣାକରିଛନ୍ତି । ଏସବୁଉପକ୍ରମଭାରତରଗଣମାଧ୍ୟମ, ପ୍ରସାରଣଏବଂଡିଜିଟାଲକ୍ଷେତ୍ରକୁସୁଦୃଢ଼କରିବାସହିତସୃଜନଶୀଳଅର୍ଥବ୍ୟବସ୍ଥାକୁପ୍ରୋତ୍ସାହନଦେବ।ଏହିତିନୋଟିଉପକ୍ରମରୁପ୍ରଥମଟିହେଉଛି- ଏଆଇଦକ୍ଷତାବିକାଶକାର୍ଯ୍ୟକ୍ରମ। ଗୁଗଲଏବଂୟୁଟ୍ୟୁବରସହଭାଗିତାରେଭାରତରସୃଜନଶୀଳପ୍ରଯୁକ୍ତିପ୍ରତିଷ୍ଠାନ (ଆଇଆଇସିଟି) ମାଧ୍ୟମରେଏହାକାର୍ଯ୍ୟକାରୀହେବ। ଦ୍ୱିତୀୟଉପକ୍ରମଟିହେଉଛି ୱେଭ୍ସଓଟିଟିପ୍ଲାଟଫର୍ମଜରିଆରେନାଗରିକଙ୍କୁକଣ୍ଟେଣ୍ଟବାକାର୍ଯ୍ୟକ୍ରମପ୍ରସ୍ତୁତିରେସହାୟତାକରିବାଲାଗିମାଇ ୱେଭ୍ସପ୍ଲାଟଫର୍ମରଶୁଭାରମ୍ଭ। ଏହାସହିତଡିଡି…

‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ’ଭାରତ ଇନୋଭେଟ୍ସ’- ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ, ୨୨ ମାର୍ଚ୍ଚ ୨୦୨୬ – ‘ଭାରତ ଇନୋଭେଟ୍ସ’ ଆମ ଦେଶର ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର…

ଭାରତୀୟ ରେଳବାଇର ସଂଶୋଧିତ ଭତ୍ତା ହାରରେ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କୁ ଲାଭ , କିଲୋମିଟରେଜ ଆଧାରରେ ରେଳ କର୍ମଚାରୀଙ୍କୁ ବର୍ଦ୍ଧିତ ଭତ୍ତା

ନୂଆଦିଲ୍ଲୀ : ୨୦୨୪ ଜାନୁଆରୀ ୧ ତାରିଖରୁ ମହଙ୍ଗା ଭତ୍ତା ୫୦%କୁ ବୃଦ୍ଧି ପାଇବା ପରେ ଭାରତୀୟ ରେଳବାଇ ରେଳ ବ୍ୟବସ୍ଥାରେ…