ସ୍ବର୍ଗଧାମ ଠାରେ ସହିଦ ଦିବସ ପାଳନ

କଟକ

କଟକ : ପ୍ରତିବର୍ଷ ଭଳି ଚଳିତ ବର୍ଷ ସହିଦ ଦିବସ ପାଳନ ଅବସର ରେ ଆସନ୍ତା ତା 23.03.2025 ରିଖ (ରବିବାର) ସନ୍ଧ୍ୟା 5.30 ଘଟିକା ରେ ସ୍ବର୍ଗଧାମ, ଖାନନଗର ଠାରେ ସମୂହ ଦୀପଦାନ,ପାର୍ଥନା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଅଛି |
ଏଣୁ ଆପଣ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ସ୍ବର୍ଗଧାମ, ଖାନନଗର ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇବା ନିମନ୍ତେ ସ୍ବର୍ଗଧାମ ର ସଭାପତି ଆପଣଙ୍କ ଉପସ୍ଥିତ କାମନା କରିଛନ୍ତି

Leave a Reply

Your email address will not be published. Required fields are marked *