
କୁତ୍ରା୧୭/୬(ରିପୋର୍ଟ:ଦେବେନ୍ଦ୍ର ପୁରୋହିତ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ନବନିର୍ବାଚିତ ବିଧାୟକ ଡାକ୍ତର ସି ଏସ୍ ରାଜେନ ଏକ୍କା ଙ୍କୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ଯାକ ବ୍ଲକ ଯଥାକ୍ରମେ କୁତ୍ରା, ରାଜଗାଙ୍ଗପୁର ଓ ଲାଠିକଟା ଚାଳକ ସଂଘ ର କର୍ମକର୍ତା ମାନ ଙ୍କ ସହ ବ୍ଲକ ସଭାପତି ଯଥାକ୍ରମେ କୁତ୍ରା ରୁ ମନୋଜ ଏକ୍କା,ରାଜଗାଙ୍ଗପୁର ରୁ ହୃଷୀକେଶ ପଟେଲ ଓ ଲାଠିକଟା ରୁ କାର୍ତିକ ମଣ୍ଡଳ ଙ୍କ ସହ ଅଶୋକ ଜୟପୁରିଆ, ଦିପକ ଦାସ, ପ୍ରଭାତ ସିଂହ, ପ୍ରକାଶ ନିଖଣ୍ଡିଆ ଓ କିଶୋର ଲାକ୍ରା ପ୍ରମୁଖ ବିଧାୟକ ଡାକ୍ତର ଏକ୍କାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଫୁଲ ତୋଡା ପ୍ରଦାନ ପୁର୍ବକ ଶୁଭେଛା ଜ୍ଞାପନ କରିଥିଲେ।