
ବଲାଙ୍ଗୀର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ: ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ୭ ଗୋଟି ବିଧାନସଭା ମଣ୍ଡଳୀ ଥିବା ବେଳ ବଲାଙ୍ଗୀର ରେ ପାଞ୍ଚ ଟି ଓ ସୁବର୍ଣ୍ଣପୁର ଜ଼ିଲ୍ଲା ରେ ୨ ଟି ରହିଛି l ବଲାଙ୍ଗୀର ଜ଼ିଲ୍ଲା ରେ ୫ଟି ମଧ୍ୟ ରୁ ରେ ୪ ଟି ସ୍ଥାନରେ ବିଜେପି ଜିତପଟ ମାରିଥିବା ବେଳେ ଗୋଟିଏ ଆସନ ବିଜେଡି କୁ ଚାଳି ଯାଇଛି ଅନ୍ୟ ପକ୍ଷରେ କଂଗ୍ରେସ ର ସତ୍ତା ହଜିଯାଇଛି l
ସମୁଦାୟ 617744 ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦୀ ବିଜେଡି ପାର୍ଥୀ ସୁରେନ୍ଦ୍ର ସିଂଭୋଇ ସମୁଦାୟ 485080 ଖଣ୍ଡ ଭୋଟ ପାଇଥିବା ବେଳେ 132664 ଭୋଟ ରେ ହରାଇ ଶ୍ରୀମତୀ ସିଂଦେଓ ବିଜୟୀ ଲାଭ କରିଛନ୍ତି l କଂଗ୍ରେସ ର ମନୋଜ ମିଶ୍ର 230874 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ରେ ରହିଛନ୍ତି l
ବଲାଙ୍ଗୀର ବିଧାନସଭା ମଣ୍ଡଳୀ ରେ ବିଜେଡି ପାର୍ଥୀ କଳିକେଶ ସିଂଦେଓ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଙ୍କୁ ୧୨୪୦୯ ଖଣ୍ଡ ଭୋଟରେ ହରାଇବଲାଙ୍ଗିର ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି l
ସେହିପରି ଟିଟିଲାଗଡ଼ ବିଧାନସଭା ଆସନ ରେ ନବlଗତ ନବୀନ ଜୈନ ବିଜେପି ପାର୍ଥୀ ନିକଟତମ ପ୍ରତିଦ୍ବନ୍ଦୀ ଦୁଇଥର ମନ୍ତ୍ରୀ ଥିବା ବିଜେଡି ର ଟୁକୁନି ସାହୁ ଙ୍କୁ 17257 ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି l
ଅନ୍ୟ ପକ୍ଷ ରେ ଲୋଇସିଂହା ବିଧାନସଭା ମଣ୍ଡଳୀ ରେ ମଧ୍ୟ ବିଜେପି ପାର୍ଥୀ ଡ଼ ମୁକେଶ ମହାଳିଙ୍ଗ ୧୯୬୬୮ ଖଣ୍ଡ ଭୋଟରେ ହରାଇଲେ। ନିକଟତମ ପ୍ରତିଦ୍ବନ୍ଦୀ ନିହାର ରଞ୍ଜନ ବେହେରା ଙ୍କୁ ହରାଇ ବାଜିମାତ କରିଛି l
ସେହିପରି ପରି ପାଟଣାଗଡ଼ ବିଧାନସଭା ମଣ୍ଡଳୀ ରେ ବିଜେପି ପ୍ରାର୍ଥୀକ କନକ ବର୍ଦ୍ଧନ ସିଂଦେଓ ପାଟଣାଗମୋଟ 1273ଭୋଟ ରେ ବିଜୟୀ ହୋଇ ସରୋଜ ମେହେର ଙ୍କୁ ହରାଇ ନିଜର ଗଡ଼ ଫେରେଇ ଆଣିଛନ୍ତି l
ସବୁଠୁ ବଡ କଥା ବିଜେଡି ର ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ 16109 ଭୋଟ ରେ ହରାଇବିଜେପି ପାର୍ଥୀ ଲକ୍ଷ୍ମଣ ବାଗ ବାଜିମାତ କରିଛନ୍ତି l