
ବାରିପଦା-ଉଦଳା(କ:ବ୍ଯୁ)
ତା ୧୪/୦୨/୨୦୨୬ ରିଖ ଅପରାହ୍ନ ୪ ଘଟିକା ସମୟରେ ଉଦଳା ମହାବିଦ୍ୟାଳୟ ନ୍ଖଳଙ୍କଓୀ ମାଉସିମା ମନ୍ଦିର ପ୍ରାଙ୍ଗଣରେ ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ସଂଘର ୮ତମ ବୈଠକ ଅନୁ ିତ ହୋଇଅଛି । ସଂଘର ଆଜୀବନ ସଭ୍ୟ ଗିରିଶ ଚନ୍ଦ୍ର ମହାପାତ୍ର, ଶିରିଶଚନ୍ଦ୍ର ମହାପାତ୍ର ଓ ଚକ୍ରଧର ମହାପାତ୍ରଙ୍କର ମାତାଙ୍କ ବିୟୋଗରେ ବ୍ରାହ୍ମଣ ମହାସଭା ତରଫରୁ ଶୋକସଭା ଅନୁ ିତ ହୋଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ପରିବାର ବର୍ଗକୁ ସ୍ୱାନ୍ତନା ପ୍ରଦାନ କରାଯାଇଅଛି । ବୃନ୍ଦାବତୀ ମହାପାତ୍ର, କ୍ଷେତ୍ରମୋହନ ମହାପାତ୍ରଙ୍କ ସହଧଧର୍ମିଣି ଥିଲେ ସେ ଜଣେ ମିଷ୍ଟଭାଷୀ ଧର୍ମପରାୟଣା ଅଧ୍ୟାତ୍ମିକବାଦି ମହିଳା ଥାଇ ବୈରାଟପୁର ଅଂଚଳରେ ସୁଖ୍ୟାତି ଥିଲେ ସଂଘର ଉପସ୍ଥିତ ସଭ୍ୟମାନେ ତାଙ୍କର ଗୁଣାବଳୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ସଂଘର ସାଧାରଣ ସଂପାଦକ ରଂଜନ କୁମାର ପ୍ରହରାଜ, ପ୍ରତାପ ଚନ୍ଦ୍ର ଷକ୍ଷଙ୍ଗୀ, ରଜତ କୁମାର ପଣ୍ଡା, ତ୍ରିଲୋଚନ ରଥ, ସରୋଜ କୁମାର ପଣ୍ଡା, ବନମାଳୀ ପଣ୍ଡା, ମନମ୍ମୟ କୁମାର ପ୍ରହରାଜ, ବଂଶୀଧର ପତ୍ରି, ବ୍ରହ୍ମଚାରୀ ସତିସ, ସୁଶାନ୍ତ କୁମାର ପଣ୍ଡା, ପ୍ରଭାକର ପଣ୍ଡା, ସୁରେନ୍ଦ୍ର ସତପଥି ଓ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)