“ସଡକ‌‌ ସୁରକ୍ଷା‌ ଅଭିଯିନ‌ ମଟର ମାଲିକ ଓ କର୍ମଚାରୀ ସଂଘ  ତରଫରୁ ପାଳିତ”

ବାରିପଦା-ଉଦଳା ତା୨୨/୧୧/୨୦୨୫( )ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଛକ ବସଷ୍ଟାଣ୍ଡ‌ ରେ‌ ସଡକ‌ ସୁରକ୍ଷା ଅଭିଯାନ‌ କାର୍ଯ୍ୟକ୍ରମ ହୋଇଅଛି ।ଶୂନ ମୃତାହତ ପକ୍ଷ ୧୬ରୁ‌୩୦ ନଭେମ୍ବର ପାଳନ ହେଉଛି ।  ଏହି ଅବସର ରେ ସକାଳ ୧୧ ଘଟିକା ସମୟ ରେ ଅଗ୍ନି ନିରାପତ୍ତା ଓ ତାର ନିରାକରଣ ର ଏକ ତାଲିମ ଶିବିର ହୋଇଅଛିl
ଉଦଳା ବସ୍ ଷ୍ଟାଣ୍ଡ ରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ‌ ସାଲଖୁ ମୁର୍ମ ମଟର ଜାନ ନୀରିକ୍ଷକ (ଆର ଟି ଓ )ମୁଖ୍ୟ‌ ଅତିଥି ଭାଵେ‌ ଯୋଗ ଦାନ କରିଥିଲେ ।ଯାନ ବାହାନ ସଂକ୍ଷା‌ବଢୁଛି ଦୃଘଟଣା ରେ  ପ୍ରତେକଦିନ ଦେଶ ରେ ୪୫୦ ଜଣ ମରୁଛନ୍ତି ।ଓଡିଶା ରେ ସଡ଼କ ଦୃଘଟଣା ରେ ପ୍ରତ୍ୟକ ଦିନ ୧୭ଜଣ ମରୁଛନ୍ତି ।ସୁନ ମୃତହାତ ପାଇଁ ସରକାର ଙ୍କ ପ୍ରଥମିକ ପଦକ୍ଷେପ ।ନିଯେ ଜାଣିବା ଅନ୍ୟକୁ ଯାତ୍ରା କରିବା ସଚ୍ଚେତନ କରାଇବା ଗାଡି ମାନ ଙ୍କ ରେ ବାହାରିବା ପୂର୍ବରୁ ଏମର୍ଜେନ୍ସି ଡୋର ଫାୟାର ସେଫଟି ବିଷୟ ରେ ସମ୍ୟକ ଜ୍ଞାନ ରହିବା ଦରକାର ।୨୦୨୫ ରେ ଫାୟାର‌ ଡିଟେକ୍ଟଟସନ ମେସିନ ଗାଡିରେ ଲାଗିବ । ନିଆଁର ଲିଭାଇବା ପାଇଁ ଅଗ୍ନିଶମ ନିରାପତ୍ତା ଅଧିକାରୀ ମନୋରଞ୍ଜନ ବାଵୁ‌ ତାଲିମ‌ ଦେଇଥିଲେ । ଅଗ୍ନି ଲାଗିବା‌ ସ୍ଥାନ ରେ ଅମ୍ଳଜାନ କମିଯାଏ ଏହାଦ୍ୱାରା ଶ୍ଵାସ ରୋଧର ହୋଇଥାନ୍ତି ।ଅଗ୍ନି କୁ ଆୟତ୍ତ କରିବା ପାଇଁ ଗାଡିରେ ଥିବା ଫାୟାର ସେଫଟ୍ଟି ସିଲିଣ୍ଡର‌ କୁ ଚାଳନା କରି‌‌ ବିପଦରୁ‌ ଉଧାର କରିବା ।ଅଣ ଆୟତ ହେଲେ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଖବର ଜଣାଇ ବା‌ ଦରକାର‌ ।ଏହି‌ କା‌ର୍ଯ୍ୟକ୍ରମ ରେ ମଟର ମାଲିକ‌ ସଂଘ ର ସଭାପତି ରମେଶ‌ ଚନ୍ଦ୍ର‌ ବେହେରା‌,ସଂମ୍ପାଦକ କମଳା କାନ୍ତ‌ରଣା, କୋଷାଧ୍ୟକ୍ଷ ‌ବିବେକା‌ ନନ୍ଦ ରାଜ‌ ମଞ୍ଚାସିନ ଥିଲେ‌ ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ମଟର‌ କର୍ମଚାରି ଓ ମାଲିକ ମାନେ ସାମୀଲ ‌ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *