ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ତରଫରୁ ସେବା ସଙ୍କଳ୍ପ ଅଭିଯାନ ଉପଲକ୍ଷେ ଦୁଇ ଚକିଆ ପଥଚାରୀ ଙ୍କୁ ହେଲମେଟ ବିତରଣ

ଜଗତସିଂହପୁର ତା ୦୭/୧୦ ରିଖ ବୁଧବାର ଅପରାହ୍ନ ୪.୩୦ ସମୟରେ ଜଗତସିଂହପୁର ପୌରପରିଷଦ ମୁଖ୍ୟ ଫାଟକ ସମ୍ମୁଖରେ ସଡ଼କ ସୁରକ୍ଷା ସମିତି…