ଉଦଳା ମା ଗାୟତ୍ରୀ ପୀଠରେ ତିନିଦିନଧରି ଚାଲିଆସିଥିବା ପଞ୍ଚ କୁଣ୍ଡିୟ ଚେତନା ଗାୟତ୍ରୀ ମହାଯଜ୍ଞ , ଆଜି ଅନ୍ତିମ ଦିବସରେ ଦେବୀଙ୍କ ପୂର୍ଣାହୁତୀ ।

ବାରିପଦା-ଉଦଳା(କ:ବ୍ଯୁ)
ତା୨୧\୦୨\୨୦୨୬
ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯଥା ସମୟରେ ଯଥା ବିଧି ଅଧୀବାସ କର୍ମମାନ ସମ୍ପାଦନ ପରେ ଚଣ୍ଡୀପାଠ ସମାପନ ହୋଇଥିଲା।ପରେ ଗୁରୁ ପୂଜନ,ବ୍ରତୀ ମାନଙ୍କ ଦ୍ବାରା ଯଥାବିଧୀ ସଂଖ୍ୟା ଆହୁତିପ୍ରଦାନ,ଗୋ ପୂଜନ,ଯଥା ବିଧି ନବକୁମାରୀ ପୂଜା ସମାହିତ ହେବାପରେ ଶୂଭମୂହୁର୍ତ୍ତରେ ହର୍ଷୋଲ୍ଲାସ
ସହିତ ମହାସମାରୋହରେ
ହରିବୋଲ,ହୁଳ ହୁଳୀ,ସଂଖ ଓ ଘଣ୍ଟାଧ୍ବନୀ ମଧ୍ୟରେ କର୍ତ୍ତା,କର୍ତ୍ତ୍ରୀ ଶ୍ରୀସରତ ଚନ୍ଦ୍ର ଓ ସହଧର୍ମିଣୀ ପୂର୍ଣାହୁତୀ ପ୍ରଦାନ କରିଥିଲେ।ଯଜ୍ଞ କମିଟି ତରଫରୁ ଭୂରୀଭୋଜନର ବ୍ଯବସ୍ଥା କରାଯାଇଥିଲା ବେଳେ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।ଅସୁରାଳୀ ଆଶ୍ରମରୁ ଆସିଥିବା ପୂଜକ ଶ୍ରୀଯୁକ୍ତ ଦେବେନ୍ଦ୍ର ତ୍ରିପାଠୀ ଯଜ୍ଞ ସନଞ୍ଚାଳନ କରିଥିବା ବେଳେ ଶ୍ରୀକମଳାକାନ୍ତଫ ପାଢୀ ଓ ଶ୍ରୀ ଳୋଳଗୋବିନ୍ଦ ପଣ୍ଡା ସହଯୋଗ କରିଥିଲେ।
(ଫୋଟୋ ଜାଇଛି)
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *