ଲଉଡ଼ିଦରହା ଅଙ୍ଗନୱାଡି ଘର ହଜିଯାଇଛି, ଖୋଜା ଚାଲିଛି l

ପଦ୍ମପୁର : ଆଗ ଛୁଆକୁ ପାଞ୍ଚ ବର୍ଷ ହେଲେ ସ୍କୁଲ ଯାଉଥିଲା l ଏବେ ଛୁଆଁ ଆଗ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛି, ପୁଣି ସବୁ ଖର୍ଚ୍ଚ ସରକାରଙ୍କ l ଛୁଆଁ କେନ୍ଦ୍ରକୁ ଆସିଲେ ଅଙ୍ଗନୱାଡି ଦିଦି ମାଆ ପରି ଯତ୍ନ ନିଏ l ସରକାର ଖେଳନା ପୋଷାକ ଖାଇବା ଠାରୁ ଔଷଧ ଓ ପଢିବା ପାଇଁ ଘର ଦେଉଛି l ଯଦି ଘର ନାହିଁ ତେବେ ବାକି ଜିନିଷ ଉପରେ ନଜର କାହିଁ ଦେବା l ଘଟଣାଟି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଧରା ଗାଁରେ l ବହୁ ଦିନରୁ ଅଙ୍ଗନୱାଡି କେନ୍ଦ୍ର ଚାଲିଛି, ଛୁଆ ପଢିବାକୁ ଆସୁଛନ୍ତି l କିନ୍ତୁ ଘରଟି ନାହିଁ l ଯାହାକି ଅସୁବିଧା ସମସ୍ତେ ଜାଣନ୍ତି l ଘରଟିଏ ପାଇଁ ଦିଦି ନିରାଶ ହୋଲ ଗ୍ରାମ ବାସୀ ଅଭିଯୋଗ କହିବା ଭଲ l ମନ୍ତ୍ରୀ ଘରଟି ଆଦେଶ କଲେ କିନ୍ତୁ ଘର ମାଟିରୁ ଆଗକୁ ଉଠୁନାହିଁ l ଏହାର ଆଦେଶ କିଏ ପାଇ କେବେ ଘର ଉଠିବ ଓ ଛାତ ପଡିବ ଜଣା ପଡୁନି ଲକରଣ ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ l ଲୋକେ ନିଜ ପରିଶ୍ରମ କରି ପେଟ ପୋଷିଜାଣନ୍ତି l କର୍ତୃପକ୍ଷ ଅଭିଯୋଗ କ୍ରମେ ବାରମ୍ବାର ଆସି ଦେଖିଯାଇ କାରଣ ବୁଝି ହେଉ ନାହିଁ ll ତେବେ ଖରାବର୍ଷାରେ ଛୁଆଁର ଅସୁବିଧା କଣ ହେଉଥିବ ଅନୁଭବ କରାଯାଉ l ଗାଁର ଠିକାଦାର ପଇସା ପାଇ ଖୁସ, ଅଫିସର ଖୋସା ପାଇ ଖୁସ l ତେବେ ଉଚ୍ଚ ଅଧିକାରୀ କେତେରେ ଯାନ୍ତୁ ଭଳି ବିକ୍ରୀ ହେଲେ ? ଗାଁବାସୀ ଚେଇଁଲେଣି, ଏହାର ତଦନ୍ତ କରି ବି ଡି ଓ ପଦକ୍ଷେପ ନେବାକୁ ହେବ ନଚେତ ଅଫିସରେ ତାଳଝୁଲିବ l ଏହାର ଏଟା କଡାକଡି ଉତ୍ତର ବୋଲି ଗାଁବାସୀ ସୂଚନାଦେଉଛନ୍ତି l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *