
ପରଦୀପ କଳିଙ୍ଗ ବାଲିଯାତ୍ରା ୨୦୨୫ ର ପ୍ରସ୍ତୁତି ବୈଠକ ପାରାଦୀପ ଅଫିସର୍ଶ୍ କ୍ଲବ୍ ପରିସରର ଅନୁଷ୍ଠିତ କରାଯାଇ ଥିଲା l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ବେଳେ ଜଗତିଂହପୁର ଜିଲାପାଳ କଜେ ସୋନାଲ ଅଧକ୍ଷ ତା କରିଥିବା ବେଳେ ଜଗତିଂହପୁର ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା , ଜଗତିଂହପୁର ଅତିରିକ୍ତ ଜିଲ୍ଲାପାଳ, ସମ୍ବିତ ରାଉତ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ , ରବିନାରାୟଣ ଜେଠି,ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ , ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୃତି ରଞ୍ଜନ କର , କୁଜଙ୍ଗ ତହସିଲଦାର ସୋରୁପ ନନ୍ଦନ ଦାସ , ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ନଭେମ୍ବର ୪ ରେ ହେବାକୁ ଥିବା କଳିଙ୍ଗ ୨୦୨୫ର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ l ଏହି ପ୍ରସ୍ତୁତି ବୈଠକ ରେ ପାରାଦୀପ ରେ ଥିବା ବିଭିନ୍ନ କମ୍ପାନୀ କତୃପକ୍ଷ ଯୋଗ ଦେଇ ଥିବା ବେଳେ ବହୁ ବୁଦ୍ଧି ଯିବି , ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଥିବା ବେଳେ ବହୁ ସ୍ଵଛା ସେବି ସଂଗଠନ, ଯୋଗ ଦେଇ ଥିଲେ l ଏହି ବାଲିଯାତ୍ରା ମହୋତ୍ସବ କୁ କିଭଳି ପୂର୍ବ ବର୍ଷ ଠାରୁ ଆହୁରି ସରସ ସୁନ୍ଦର କରିହେବ ସେଥିନେଇ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଭବ୍ୟ କରିବାକୁ ସମସ୍ତଙ୍କ ସହ ଯୋଗ ଲୋଡିଥିଲେ l ପରଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍