ପିତଳ ସବସେଣ୍ଟର ଜନଆରୋଗ୍ଯ ସମିତି ବୈଠକ ଅନୁଷ୍ଠିତ

ଗଞାମ ତା5ସେପ୍ଟେମ୍ବର ()= ପିତ୍ତଳ ନୂତନ ପିଏଚସିରେ ଆଜି ସରପଞ୍ଚ ରାମରାଘବ ପାତ୍ର କଂ ଅଧ୍ଧକ୍ଷତା ରେ ଜନଆରୋଗ୍ଯ ସମିତିବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମିତିସଭ୍ଯ ଜନାର୍ଦନ ପାତ୍ର, ଡାକ୍ତର ମାନସ ରଂଜନ ବିଷୋଇ, ଓଡାକ୍ତର ହୃଷୀକେଶ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ମହିଳା ସ୍ୱାସ୍ଥ୍ୟ କର୍ମୀ ସରିତାପଣ୍ଡା ସ୍ୱାଗତ ଭାଷଣ ଦେଇ ପିତ୍ତଳ ସବସଣ୍ଟରକୁ ଜନଆରୋଗ୍ଯ ସମିତି ରେ ପରିଣତ ହୋଇଛି ବୋଲି ଘୋଷଣା କରିଥିଲେ ।ଏହାଦ୍ୱାରାଏହିଅଂଚଳର ଜନସାଧାରଣଙ୍କ ବିଶେଷ କରିଗର୍ଭବତୀ,ପ୍ରସୂତି ଓ ଶିଶୁମାନେ ବହୁ ବିଧ ସ୍ୱାସ୍ଥ୍ୟ ସେବା ପାଇବେବୋଲିସୂଚନାଦେଇଥିଲେ। ରଂଜିତାରଥ ସମସ୍ତ କୁଂ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଅଂଗନବାଡିକର୍ମୀ, ଆଶା, ୱାର୍ଡ ସଭ୍ୟାଓଜନସାଧାରଣ ଉପସ୍ଥିତ ଥିଲେ । ସଚିଦାନନ୍ଦ ନାୟକ ରିପୋର୍ଟର

Leave a Reply

Your email address will not be published. Required fields are marked *