“ଉଦଳା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା”

ବାରିପଦା,ଉଦଳା
ତା୨୫/୬/୨୦୨୫(କ:ବ୍ଯୁ) ଡାଇରିଆ ରୋଗି ବିଭିନ ସ୍ଥାନ ରେ ବୃଦ୍ଧି ପାଉଥିବା ନେଇ  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସ୍ବାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନ ରେ ଆସିଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁଶଦଃ
ଏହି ଅବସର ରେ  ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ର ସେଙ୍କସନ ପଦବୀ ଠାରୁ  ବିଶେଷଜ୍ଞ ଡାକ୍ତର,ଷ୍ଟାଫ ନର୍ସ, ଫାରମାଶିଷ୍ଟି,ପିଅନ,କିରାଣି ,ଆବଶ୍ୟକତା ଠାରୁ କମ ଥିବା ସହିତ ଝାଡା ବାନ୍ତି ( ଡାଇରିଆ) ରୋଗି ଙ୍କ ସଂଖ୍ୟା ହ୍ରାସ ହୋଇ  ଆୟତ ରେ ଥିବା ସୁପରିଟେ ଣ୍ଡେଟ ଲକ୍ଷମି କାନ୍ତ ପତ୍ତି ଙ୍କ କାର୍ଯ୍ୟାଳୟ ପରିଦର୍ଶନ ରୁ ଜାଣିବାକୁ ପାଇଛନ୍ତି ।ଏନ ଏ ସି ର ମସାରି ବଣ୍ଟନ,ପାନୀୟ ଜଳ ଯୋଗାଣ ପ୍ରବଳ ବର୍ଷା ରେ ନଦୀ ପାଣି ଗୋଳିଆ ଥିବାରୁ ପାଣିକୁ ଫିଲ୍ମଟର କରାଯାଇ ବ୍ଲିଚିଙ୍ଗି ଓ ଆଲାମ ସଠିକ ମାନର ପଡୁ ଥିବା ନେଇ ଓ।ଟକୋ କନିଷ୍ଠ ଯନ୍ତ୍ରି କୁ ତାଗିଦ ଥିଲେ  ।
ଡାଇରିଆ ୱ।ର୍ଡ ରେ ଥିବା ବିଭିନ୍ନ ଫଞ୍ଚାୟତ ରୁ ଆସିଥିବା ୧୨ ଜଣ ରୋଗି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ  ଓ  ସେମାନଙ୍କୁ ଚୂଡା,ଗୁଡ,କଦଳୀ,ଡାଳିମ୍ବ,ଲେମ୍ବୁ  ଖାଦ୍ୟ ପ୍ରଦାନ କରିଥିଲେ ।ଏହି ଅବସର ମେଡିସିନ ବିଭାଗ  ଓ ରୋଗି ଙ୍କୁ ଭୋଜନ ଦିଆଯାଉଥିବା ସ୍ଥାନକୁ ଯାଇ ଖାଦ୍ୟ ଦେଖିଥିଲେ ।ଏହି ଅବସର ରେ ଉଦଳା ଏନ ଏ ସି ର  ଉପନଗପାଳ ଲିଲି ଭୋଳ,ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ,ଉଦଳା ବ୍ଲକ ସଭାପତି ଗୋବିନ୍ଦ ନାୟକ ,କୃଷ୍ଣ ଚୈତନ୍ୟ ସଦୁଆଳ ପ୍ରମୁଖ ଉପସ୍ଥିତ ଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *