କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ମକ୍ ଡ୍ରିଲ ଅନୁଷ୍ଠିତ ।

କେସିଙ୍ଗା, ୧୯/୦୬/୨୫

କେସିଙ୍ଗା ବ୍ଲକ ବେଲାଖଣ୍ଡି ପଞ୍ଚାୟତରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ବେଲଖଣ୍ଡି ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ରେ ପ୍ରାକୃତିକ ବିପର୍ଯୟ ର ମୁକାବିଲା କରିବା ନିମନ୍ତେ ମକଡ୍ରିଲ ବା ସାମୁହିକ ଅଭ୍ୟାସ ର ଶିବିର ଅନୁଷ୍ଠିତ ହୋଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ଡି ଜି ଏମ୍ ଜୟ ଜଗତ ସାହୁ ,କଳାହାଣ୍ଡି ଏ ଡି ଏମ୍ ବୈତୁରା ଦୀପ, କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି,କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ,ତହସିଲଦାର ପ୍ରଶାନ୍ତି ପଧାନ , ଏ ବି ଡି ଓ ଶୀଧେଶ୍ୱର ମେହେର,
,ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ୍,
ପଞ୍ଚାୟତ ନିର୍ବାହୀ ଅଧିକାରୀ ପାର୍ଥ ରଣା ,
ଡି ପି ଓବିକାଶ ରଞ୍ଜନ କର , ଆର୍ ଡବ୍ଲୁ ଏସ୍ ଏସ୍ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠି, କନିଷ୍ଠ ଯନ୍ତ୍ରୀ ସୁବାସ ନାଏକ ,ଜିପିଡିଓ ପ୍ରେମଚାନ୍ଦ ରଣା,ଅଗ୍ନିଶ୍ରମ ବିଭାଗ,ସ୍ୱାସ୍ଥ୍ୟ ବିଭାଗ ,ଆଈ ସି ଡି ଏସ୍ ବିଭାଗ,ରାଜସ୍ବ ବିଭାଗ,କୃଷି ବିଭାଗ,ଆଶା କର୍ମୀ ,ଅଙ୍ଗନବାଡି କର୍ମୀ ,ସମସ୍ତ ଜନ ପ୍ରତିନିଧି ସମେତ ବେଲଖଣ୍ଡି ଅଞ୍ଚଳର ପ୍ରାୟ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *