ବାରିପଦା,ଉଦଳା(କ:ବ୍ଯୁ)ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ପଡାଗଡି ଗ୍ରାମରେ ବହୁ ପୂରାତନ କାଳରୁ ଚାଲି ଆସୁଥିବା ଆଶ୍ରମ ସ୍କୁଲ ଅବସ୍ଥିତ ଥିବା ଜମିର ପଟ୍ଟା ନଥିବା ହେତୁ ସ୍କୁଲରେ ଉନ୍ନତିକରଣରେ ବ୍ୟାଘାତ ଘଟୁଥିବାର ଉପଲବ୍ଧି କରି ଗ୍ରାମବାସୀମାନେ ସେଥିନିମନ୍ତେ ସ୍ଥାନୀୟ ବିଧାୟକଙ୍କ ଜରିଆରେ ଓଡିଶା ରାଜସ୍ବ ମନ୍ତ୍ରୀଙ୍କ ନିକଟକୁ ଏକ ଦରଖାସ୍ତ ଉପସ୍ଥାପନ କରିଅଛନ୍ତି।ଇତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)