ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ଠାରେ ଶବର ସମାଜ କମିଟି ହଲ୍ ର ଶୁଭଉଦ୍ଘାଟନ

ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ଠାରେ ଶବର ସମାଜ କମିଟି ହଲ୍ ର ଶୁଭଉଦ୍ଘାଟନ l

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ୍ ଅନ୍ତର୍ଗତ ବୁଦେଲ ଡୁଙ୍ଗୁରି ଠାରେ ଶବର ସମାଜ ର କମିଟି ହଲ ଶୁଭ ଉଦଘାଠନକରଥିଲେ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଏହି କାର୍ଯ୍ୟକ୍ରମ
ପାଇଁ ହଜାର ହଜାର ସଂଖ୍ୟାରେ ଶବର ସମାଜ ର ପୁରୁଷ ମହିଳା ମାନେ ଯୋଗଦେଇଥିଲେଏହି କାର୍ଯ୍ୟକ୍ରମ ରେ ପରାୟଣ ମଧ୍ୟ୍ୟ ହୋଇ ଥିଲା ଏହି ପରାୟଣ ରେ ଗାୟିକା ମଧୁସ୍ମିତା ନାଗ ପରାୟଣ କରିଥିଲେ ବୁଦେଲଡୁଙ୍ଗୁରି ଠାରେ , ଶବର ସମାଜ ର ରୀତି ନୀତି ଭାବେ ପୂଜା କରିଥିଲେ ଶ୍ରୀ ସଵରୀ ନାରାୟଣ ନୀଳମାଧଵ କୁ ପ୍ରଥମେ ପୂଜା ଅର୍ଚନା କରି ପରେ କାର୍ଯ୍ୟକ୍ରମ କୁ ଆଗେଇ ନାଇଁ ଥିଲେ ଏହି ସଭା ରେ
ଇଂ.ଜଗଜୀବନ ଭୋଇ,ସବ୍ୟସାଚି ବର୍ଗେ,ଯୁଧିଷ୍ଟିରବର୍ଗେ, ଆଶାରାମ ହାତୀ ଖୁଜିଆ, ରଘୁନାଥ ପରୁଆ, ଗୌତମ ରାଉତ, ଗୋପାଳ ନାଗ, ମାଗଶିର ବିଶ୍ୱାଳ, ଦୁଃଖ ନାଶନ ମାଝୀ, ପର୍ଶୁରାମ ରାଉତ,ସତ୍ୟ ରାମ ବର୍ଗେ,ରୁପେଶ ବିଶି,ସିୟମ ସୁନ୍ଦର ବିଶ୍ୱାଳ, ଗୁରୁ ଚରଣ ବର୍ଗେ, ମଧ୍ୟ ଯୋଗଦେଇଥିଲେ.!
B Patana Negi: ବଲାଙ୍ଗୀର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *