ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ୩୫୬ ଲୋକ ଉପକୃତପ୍ରେସ କ୍ଲବ୍ କାର୍ଯ୍ୟ ଜିଲ୍ଲା ପାଇଁ ଉଦାହରଣ, ସାଂସଦ ନିରଞ୍ଜନ ବିଶି

[6:35 pm, 16/11/2024] B Patana Negi: କଣ୍ଟାବାଞ୍ଜି , ୧୬/୧୧, : କଣ୍ଟାବାଞ୍ଜି ହରି ଭବନ ଠାରେ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ତରଫ ରୁ ରାୟପୁର ଏମଏମଆଇ ନାରାୟଣା ଡାକ୍ତରଖାନା ସହଯୋଗରେ ଏକ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିର ଆରମ୍ଭ ପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଥିଲେ ଓ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ସେବା କାର୍ଯ୍ୟ କୁ ପ୍ରଶଂସା କରିବା ସହ ଏହା ଜିଲ୍ଲା ପାଇଁ ଉଦାହରଣ, ଏହା ସହ ପୂର୍ବ ସରକାର ବିଭିନ୍ନ ଯୋଜନା ଅନୁଯାୟୀ ବିଏସକେୱାଇ ଯୋଗୁଁ ରାଜ୍ୟ ସ୍ବାସ୍ଥ୍ୟ ସେବା ପାଇବା ରେ ରାଜ୍ୟବାସି ଅଗ୍ରଣୀ ରହିଛନ୍ତି, ଏହି ଯୋଜନା ବିମା ସୀମା ମହିଳା ଙ୍କୁ ୧୫ ଲକ୍ଷ, ଓ ଅନ୍ୟ ମାନ ଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଥିଲେ,ସମ୍ମାନୀତ ଅତିଥି ଭାବେ ଅଗ୍ରୱାଲ ସଭା ଟ୍ରଷ୍ଟ ସମ୍ପାଦକ ସନ୍ତୋଷ ଅଗ୍ରୱାଲ ,ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ସଭାପତି ପ୍ରବଜିତ୍ ସିଂହ ସାଲୁଜା, କାର୍ଯ୍ୟକ୍ରମ ସଂଯୋଜକ ଆଶିଷ ଖଇତାନ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା ହଣି ସିଂହ କରିଥିଲେ, ଏହି ଅବସର ରେ ସେବା କ୍ଷେତ୍ର ରେ ଅବଦାନ ପାଇଁ ସରକାରୀ ଡ଼ାକ୍ତରଖାନା ଡ୍ରାଇବର୍ କରମଚନ୍ଦ ରଣା, ଡାକ୍ତର ପୁଜା ଅଗ୍ରୱାଲ ଡାକ୍ତର ପ୍ରିୟା ଅଗ୍ରୱାଲ ଙ୍କୁ ସମ୍ୱର୍ଦ୍ଧନା ଦିଆ ଯାଇଥିଲା,ଶିବିରରେ ,ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପଙ୍କଜ ପଟେଲ , ଡାକ୍ତର ସ୍ଵପ୍ନିଲ କଟାରିଆ , ଡାକ୍ତର ରାଜେଶ ସିଂହ୍ନା ,ସର୍ଜରୀ ବିଶେଷଜ୍ଞ, କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ, ୩୫୬ ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ଔଷଧ ମଧ୍ୟ ଦେଇଥିଲେ । ଅନେକ ରୋଗୀଙ୍କୁ ନିଶୁଳ୍କ ରକ୍ତଚାପ , ମଧୁମେହ ଏବଂ ଇସିଜି ଟେଷ୍ଟ ମଧ୍ୟ କରଯାଇଥିଲା । ଡାକ୍ତର ଟିମ ରେ ପ୍ରଚାର ପ୍ରମୂଖ ଅମିତ ଆନନ୍ଦ, କମେଶ୍ୱର୍ ଲହରେ, ଥିବା ବେଳେ ପ୍ରେସ କ୍ଲବ୍ ସଭାପତି ପ୍ରବଜିତ ସିଂହ ସାଲୁଜା,ସମ୍ପାଦକ ସୁରଦାସ ବାଗ,କୋଷାଧ୍ୟକ୍ଷ ହଣି ସିଂହ, ସହ ସମ୍ପାଦକ ବିଶି କେଶନ୍ ମାଝୀ, ପରାମର୍ଶଦାତା ଆଶିଷ ଖଇତାନ, ଦୁର୍ଗା ପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ, ବିବେକ ଶର୍ମା, ସଦସ୍ୟ ଜଗମୋହନ ତାଣ୍ଡି, କମଳ ଅଗ୍ରୱାଲ, ଅମିତ ଶର୍ମା, ସହଯୋଗ କରିଥିଲେ ।ଏହା ଶହ ସହର ବିଭିନ୍ନ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ
[6:36 pm, 16/11/2024] B Patana Negi: କନ୍ଟାବାଞ୍ଜି ରୁ ଜୁଗଳ କିଶୋର ଶବର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *