ନିୟନ୍ତ୍ରଣ ବାହାରେ ପିଆଜ; ମନ୍ତ୍ରୀ କହିଲେ, ନାସିକରେ କିଲୋ ୪୫ ଟଙ୍କା, କେମିତି କମିବ ରେଟ୍?

ସବୁଠୁ ଚିନ୍ତାଜନକ ସ୍ଥିତି ରସୁଣ ଦରକୁ ନେଇ ରହିଛି । ରସୁଣ ଦର ପାଖାପାଖ ୬ ମାସରୁ ଅଧିକ ସମୟ ଧରି ଖସିବାର ନାଁ ଧରୁନାହିଁ । ରସୁଣ କିଲୋପ୍ରତି ଦର ଖୁଚୁରା ବଜାରରେ ୩୬୦ରୁ ୪୦୦ ଟଙ୍କା ଭିତରେ ରହୁଛି।

Leave a Reply

Your email address will not be published. Required fields are marked *