ଛାତ ଉପରୁ ମୃତ ଦେହ ଉଦ୍ଧାର: ବାପାର ହତ୍ୟା ସନ୍ଦେହରେ ପୁଅ ଅଟକ

ବରଗଡ (ବ୍ୟୁରୋ ରିପୋର୍ଟ ): ବରଗଡ ଜିଲ୍ଲାରେ ଦିନକୁ ଦିନ ଅପରାଧୀ ମାମଲା ବଢ଼ିବାରେ ଚାଲିଛି ବରଗଡ ଜିଲ୍ଲା ଭେଡେନ ଥାନା ସହରାଟ୍ରିକା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଇଛି ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ସହରାଟିକ୍ରା ଗାଁର ମଗନିଆ ସେଠ ମଙ୍ଗଳବାର ସକାଳୁ ଶୋଇଥିବା ଅବସ୍ଥାରେ ମଗନିଆ ସେଠଙ୍କ ମୃତଦେହ ତାଙ୍କ ଘର ଛାତ ଉପରୁ ଉଦ୍ଧାର କରାଯାଇଛି ମଗନିଆ ଘର ଛାତ ଉପରେ ଶୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା କୁହାଯାଇଛି l ତାଙ୍କ ବେକରେ କଲାଦାଗ ସହ ଆଣ୍ଠୁରେ ଆଘାତ ଚି଼ହ୍ନ ରହିଛି l ଏନେଇ ଭେଡେନ ପୋଲିସ ପହଁଞ୍ଚି ତଦନ୍ତ ଜାରି ରହିଛି l ମୃତ ମଗନିଆ ସହରାଟିକ୍ରାରେ ସିମେଣ୍ଟ ଦୋକାନ ଦେଇଥିଲେ l ଘଟଣାଟି ଅଞ୍ଚଳରେ ଚଞ୍ଚଲ୍ୟ ଖେଳେଇ ଦେଇଛି l ଦେବେ କାହିଁକି ଓ କିଏ ଏ ହତ୍ୟାକାଣ୍ଡ ଘଟାଇଛି ସାଇଟିକଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରହିଛି l ଏପଟେ ମନଗିଆଙ୍କ ପୁଅକୁ ବାପାଙ୍କ ହତ୍ୟା ସନ୍ଧେହ ରେ ପୋଲିସ ପୋଚରାଉଚରା ଜାରି ରହିଛି l

Leave a Reply

Your email address will not be published. Required fields are marked *