ବାଳିକା ବଧୂ ବା ବାଲ୍ ବିବାହ ମୁକ୍ତ ଭାରତ ଜୋର୍ ଦେଲେ “ଉତ୍କଳ ସେବକ ସମାଜ୍”

ବାଳିକା ବଧୂ ବା ବାଲ୍ ବିବାହ ମୁକ୍ତ ଭାରତ ଜୋର୍ ଦେଲେ”ଉତ୍କଳ ସେବକ ସମାଜ୍” ଭାରତ ସରକାରଙ୍କ “ବାଲ୍ୟ ବିବାହ ମୁକ୍ତ ଭାରତ”ଆହ୍ବାନ କୁ ଗ୍ରହଣ କରି ଉତ୍କଳ ସେବକ ସମାଜ କଟକ ଜିଲ୍ଲାରେ ୫୦ରୁ ଉର୍ଦ୍ଧ ଗ୍ରାମରେ ସଚେତନତା ସୃଷ୍ଟି କରିବା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମାନ କରି ୨୦୨୩/୨୪ରେ ବାଲ୍ୟ ବିବାହ କୁ ବନ୍ଦ୍ କରିଥିବା ଉତ୍କଳ ସେବକ ସମାଜ ର ସମ୍ପାଦକ ଶ୍ରୀ ଅମିୟ ଭୂଷଣ ବିଶ୍ବାଳ କହିଛନ୍ତି। ଉତ୍କଳ ସେବକ ସମାଜ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ୍ ଏକ ଅଂଶ ର ଯାହା ସାରା ଦେଶରେ ଶିଶୁ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ୨୫୦ରୁ ଅଧିକ NGO ର ଏକ ଜାତୀୟ ମେଣ୍ଟ ଅଟେ।
ନଭେମ୍ବର ୨୭ତାରିଖରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଙ୍କ ଦ୍ଵାରା ଜାତୀୟ ରାଜଧାନୀ ରେ ଶୁଭାରମ୍ଭ କରାଯାଇଥିବା “ବାଲ ବିବାହ ମୁକ୍ତ ଭାରତ”ଅଭିଯାନ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ସରକାର ଙ୍କ ଆହ୍ଵାନ ର ବାଲ୍ୟ ବିବାହ କୁ ଶେଷ କରିବା।

Leave a Reply

Your email address will not be published. Required fields are marked *