ଆଜିଠୁ ନୌସେନାର ଯୁଦ୍ଧାଭ୍ୟାସ, ପୁରୀ ବେଳାଭୂମିରେ ପହଞ୍ଚିଲା ୪ଟି ଯୁଦ୍ଧ ଟ୍ୟାଙ୍କ

Navy Day Celebrations In Puri

Readନୌସେନା ଦିବସ ପାଇଁ ପୁରୀରେ ଜୋରଦାର ଚାଲିଛି ପ୍ରସ୍ତୁତି କାରଣ ପ୍ରଥମର ଓଡ଼ିଶା ପୁରୀ ଉପକୂଳରେ ପାଳନ ହେବାକୁ ଯାଉଛି ନ୍ୟାଭି ଡେ’। ଯେଉଁଥି ଆଜିଠୁ ବେଳାଭୂମୀରେ ପହଞ୍ଚିଛି ଟ୍ୟାଙ୍କ୍ ଓ ଜାହଜ। ପୁରୀ ବେଳାଭୂମିରେ ୪ଟି ଯୁଦ୍ଧ ଟ୍ୟାଙ୍କ ପହଞ୍ଚିଯାଇଛି ସେହିପରି ଆସନ୍ତାକାଲି ମଧ୍ୟ ଆଉ କିଛି ଟ୍ୟାଙ୍କ ପହଞ୍ଚିବା ନେଇ ସୂଚନା ରହିଛି । ଡିସେମ୍ବର ୪ରେ ନୌସେନା ଦିବସ ଦିନ ବ୍ଲୁ ଫ୍ଲାଗ୍ ବିଚ ହେବ ନୌ ମ୍ୟାନସ ଲ୍ୟାଣ୍ତ । ସମୁଦ୍ର ଭିତରେ ଅଭ୍ୟାସ କରୁଛି ଯୁଦ୍ଧ ପୋତ । ସେହିପରି ୪ଟି ଲଢ଼ୁଆ ହେଲିକପ୍ଟର ପୁରୀ ସମୁଦ୍ର ଉପରେ ଚକ୍କର କାଟୁଛି । ସେହିପରି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବଡ଼ ବଡ଼ ଏଲଇଡି ମଧ୍ୟ ଲଗାଯାଇଛି । ନୌବାହିନୀର ବରିଷ୍ଠ ଅଧିକାରୀମାନେ ଆଜିଠାରୁ ପୁରୀରେ ପହଞ୍ଚିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *