ହବିଷ୍ୟାଳୀ ବ୍ରତ ପାଇଁ ପଞ୍ଜିକରଣ ୬ ତାରିଖ ରେ


ପୁରୀ ୫/୧୦ ଚଳିତ ୨୦୨୬ ମସିହାର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଅକ୍ଟୋବର ୬ ତାରିଖ ମଙ୍ଗଳବାର ରୁ ଅନଲାଇନ https://edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହି ପଞ୍ଜିକରଣ ଦିନ ୧୦ ଘଟିକା ଠାରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *