ବିହାର ସ୍ଥିତ ସେଣ୍ଟ ଡୋମିନିକ୍ ସମାରୋହର ୬ଷ୍ଠତମ କିୟୋ ଏଷ୍ଟ ଜୋନ୍କରାଟେ ଚମ୍ପିୟାନସିପ ୨୦୨୬


ବାରିପଦା,ତା୦୫/୧୦/୨୦୨୬
(କ ବ୍ଯୁ) :
ବାରିପଦା ଉତ୍କଳ କରାଟେ ସ୍କୁଲକୁ 7 ଟି ପଦକ। ଗତ ତା -3, 4 ରିଖ ବିହାର ସ୍ଥିତ ସେଣ୍ଟ ଡୋମିନିକ୍ ସଭାୟୋସ୍ ହାଇସ୍କୁଲଠାରେ ୬ ତମ କିଓ ଏଷ୍ଟ ଜୋନ କରାଟେ ଚମ୍ପିନଶିପ 2026 ଉଜାପିତ ହୋଇ ଯାଇ ଅଛି। ଏହି ଚାମ୍ପିଅନସିପ ରେ ବାରିପଦା ଉତ୍କଳ କରାଟେ ସ୍କୁଲ ମେନ୍ ଡୋଜୋ (ଦାର୍ଗଡାହି ସ୍ଥିତ ଯୁବ୍ଲି ପେଟ୍ରୋଲ ପମ୍ପ ପାଖ )ରୁ ତଥା ମୁଖ୍ୟ ପ୍ରୋଷିକ୍ଷୋକୋ ରେଂଶି ସୁଶାନ୍ତ ବାରିକ ଏବଂ କୋଚ୍ ସାଇ ସୁନ୍ଦର ବାରିକଙ୍କ ତତ୍ତଵାବଧାନରେ 7 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ଆଦିର ଦେ କାତା ରେ ସ୍ଵର୍ଣ୍ଣ , ତାନ୍ୟା ତାପ୍ତି ମହାନ୍ତି କାତା ରେ କାଂସ୍ୟ ପଦକ , ଏବଂ ସେହିପରି ଆଦିର ଦେ, ଭାର୍ଗବ ବାସୁରି, ଆରାଧ୍ୟା ମହାର୍ଣ୍ଣl ଆଦି କୁମିତେ ରେ ରୋପ୍ୟୋ, ରିତିକା ରାଣୀ ବେହେରା, ଜିଜ୍ଞାସା ବାସୁରି ଆଦି କୁମୀତେ ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସ୍କୁଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଆସିଥିବା ଉପନିର୍ଦେଶୋକ କରୁଣା କର ହେମ୍ବ୍ରମ କୃତିକୃତୋ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *