ଦୁର୍ଘଟଣାରେ ବରିଷ୍ଟ ଆଇନଜୀବି ରେଣୁବାଳା ମହାନ୍ତି ଗୁରୁତର ।

ଚଣ୍ଡିଖୋଲ,୩୦/୬(କ ପ୍ର) ଆଜି ଦିନ ପ୍ରାୟ ୧୨ଟା ସମୟରେ ୫୩ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ କୋର୍ଟ ସମ୍ମୁଖରେ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ବରିଷ୍ଟ ଆଇନଜିବୀ ସୁଶ୍ରୀ ରେଣୁବାଳା ମହାନ୍ତି ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବଡଚଣା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଗୋଡ, ହାତ ମୁଣ୍ଡ ସମେତ ଶରୀରର ବିଭିନ୍ନ ଅଂଶରେ କ୍ଷ�

Inbox

Search for all messages with label Inbox

Leave a Reply

Your email address will not be published. Required fields are marked *