ଆନ୍ତର୍ଜାତିକ ମାନବିଧିକାର ରକ୍ଷକ ଶାଖା ରାୟଗଡ଼ ଜିଲ୍ଲା ପକ୍ଷରୁ ୫ ମ ବାର୍ଷିକ ଉତ୍ସବ ପାଳିତ

ରାୟଗଡା ( ତପନ କାଡ୍ରାକା) ରାୟଗଡ଼ ଜିଲ୍ଲା ସଦର ବ୍ଲକ ପିତିମହଲ ସେଞ୍ଚୁରିୟାନ ବିଶ୍ଵବିଦ୍ୟାଳୟ ସଭାଗୃହ ଠାରେ ଆଜି ଆନ୍ତର୍ଜାତୀକ ମାନବିଧିକାର ରକ୍ଷକ ଶାଖା ରାୟଗଡ଼ ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ଶାନ୍ତି ସୃଖଳାର ସହ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି, ସଭାପତି ଶ୍ରୀ ଯୁକ୍ତ ମାନସ ରଞ୍ଜନ ରଥ ଓ ଉପଦେଷ୍ଟା ବରିଷ୍ଟ ଆଇନ୍ ଜିବି ଶ୍ରୀ ଯୁକ୍ତ ଅରୁଣ କୁମାର ଲେଙ୍କା ଙ୍କ ନେତୃତ୍ବରେ ଆୟୋଜିତ ସମାରୋହ କାର୍ଯ୍ୟକ୍ରମ ରେ ଉତ୍କଳ ଆଲୁମିନା ଲୋକସମ୍ପର୍କ ଅଧିକାରି ଶ୍ରୀ ଯୁକ୍ତ ପିତାମ୍ବର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିଥି ଭାବେ ଲିୟାସନ୍ କମ୍ପାନୀ ମୁଖ୍ୟ ତଥା ବ୍ରାଣ୍ଡ ଆମ୍ବାସଡର ଶ୍ରୀ ମତି ମାନସି ପଟ୍ଟନାୟକ ଉପସ୍ଥିତ ରହି ଥିଲେ, ସେହି ପରି ସନ୍ ମାନନୀୟ ଅତିଥି ଭାବେ ସେଞ୍ଚୁରିୟାନ ବିଶ୍ଵବିଦ୍ୟାଳୟ ପରିଚାଳକ ଶ୍ରୀ ଯୁକ୍ତ ରାଜେଶ କୁମାର ପାଢ଼ୀ, ବରିଷ୍ଟ ସମାଜ ସେବୀ ଏଲାକଣ୍ଡାବାବୁ ,ହାସ୍ୟ ଅଭିନେତା ପ୍ରଭାକର ମିଶ୍ର, ଙ୍କ ସମେତ, ମୁଖ୍ୟ ବକ୍ତା ଭାବେ ମିନିକେତନ ପଟ୍ଟନାୟକ, ପରବ୍ରହ୍ମ ତ୍ରିପାଠୀ, ବକ୍ତା ଭାବେ ବିଭୁତି ଭୁଷଣ ରଥ, ଯୋଗଦେଇ ସମାଜ ର ଦୈନଦିନ ଘଟି ଚାଲୁଥିବା ଅନ୍ୟାୟ ଅତ୍ୟାଚାର ଓ ଅନିତି କୁ କେଉଁ ପରି ଦୂର ହୋଇପାରିବ ସେହି କ୍ଷେତ୍ରରେ ଆନ୍ତର୍ଜାତୀୟ ମାନବିଧିକାର ସଂଗଠନ ଏକ ରକ୍ଷା କବଚଭଳି କାମକରିବବୋଲି ମତ ପ୍ରକାଶ କରିଥିଲେ, ସମାଜରେ ଯେପ୍ରର୍ଯ୍ୟନ୍ତ ଦରିଦ୍ର, ନିଷ୍ପେସିତ, ମହିଳା ଙ୍କୁ ତୁରିତନ୍ୟାୟ ,ନମିଳିଛି ସେପର୍ଯ୍ୟନ୍ତ ଦେଶ ପରଙ୍ଗ ବୈବଭବ ଶାଳି ହୋଇପାରିବନାହି ବୋଲି ଅତିଥି ନିଜ ନିଜ ଅଭିଭାଷଣରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ସଚେତନ ର‌ ମାର୍ଗଦର୍ଶନ ପ୍ରଦାନ କରି ଥିବା ବେଳେ। ସେସରେ ସୁକାନ୍ତ କୁମାର ଦାସ୍ ଆଇନ୍ ଜିବି ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ । କାର୍ଯ୍ୟ କ୍ରମ ରେ ସୁନ୍ଦର ରାଓ କାଡାରାକା, ହରିଶଙ୍କର ମାଝି, ଗୋପାଳ ତୟିକା, ସନ୍ତୋଷ ମୁକୁଟା, ନିରଞ୍ଜନ ନିମାଲା, ଓ ଅନ୍ୟ ବ୍ୟକ୍ତିବିଶେଷ ମାନେ ନିଷ୍ଠାର ସ଼ହ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *