“ଉଦଳା ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଯୋଗଦାନ”

ବାରିପଦା-ଉଦଳା (କବ୍ଯୁ) ୧୬/୦୯/୨୦୨୫( )ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ମହାବିଦ୍ୟାଳୟ ନୂତନ  ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ପଟ୍ଟେଲ ଯୋଗଦାନ କରିଛନ୍ତି ।  ।ଉଚ୍ଚଶିକ୍ଷା ବିଭାଗ ପତ୍ରାଙ୍କ ୪୦୫୮୩ ଏଚି ଈ ତା୧୧/୯/୨୦୨୫ ପ୍ରଶାସନିକ ଭିତ୍ତିରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଯତୀନ୍ କୁମାର ମହାକୁଡ ଙ୍କୁ ୧୨ତାରିଖ ରିଲିଭି କରାଯାଇଥିଲା ।  ମଙ୍ଗଳବାର ଶ୍ରୀ ପଟ୍ଟେଲ ଯୋଗଦାନ କରି  ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କୁ ଶୃଂଖଳା ର ସହିତ କାର୍ଯ୍ୟ ସମ୍ପାଦନ ଓ ସଠିକ ସମୟ ରେ କ୍ଲାସ ନେବାକୁ ମତବ୍ୟକ୍ତ କରିଥିଲେ । ଏହା ପୂର୍ବ ରୁ ନୂତନ ଅଧ୍ୟକ୍ଷ ଗଣିତ ବିଭାଗର ପ୍ରାଧ୍ୟାପକ ଆନନ୍ଦପୁର ଡିଗ୍ରୀ ମହାବିଦ୍ୟାଳୟ   ଆନନ୍ଦପୁର , କେନ୍ଦୁଝର ରେ କାର୍ଯ୍ୟ ନିର୍ବାହ କରୁଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *