ଦମକଳ ବାହିନୀ ଗାଡ଼ି ଧକ୍କାରେ ଛାତ୍ର ମୃତ

ପୁରୀ : (ବଳରାମ ତ୍ରିପାଠି ରିପୋର୍ଟ ): ପୁରୀ ଦମକଳ ବାହିନୀ ଗାଡ଼ି ଧକ୍କାରେ ଛାତ୍ର ମୃତ । କଲେଜ ସାରି ବାଇକରେ ଫେରିବା ବେଳେ ଚନ୍ଦନପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ପୁରୀ ଏସସିଏସ କଲେଜର ଛାତ୍ର .

Leave a Reply

Your email address will not be published. Required fields are marked *