“ବାରିପଦା ଠାରେ “ସେବା ପକ୍ଷ ” ପାଳନ ଅବସରରେ ମାରାଥନ ଅନୁଷ୍ଠିତ”

ବାରିପଦା(କ:ବ୍ଯୁ)ତା ୨୧-୦୯-୨୦୨୫ ରିଖସାମୁହିକ ପ୍ରୟାସରେ ଏକ ନିଶାମୁକ୍ତ ଭାରତ ଗଠନର ପରିକଳ୍ପନାକୁ ସାକାର କରିବା ଲକ୍ଷ୍ୟ ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ…

ଗଞ୍ଜେଇ ଜବତ, ଜଣେ ଗିରଫ

ପୁରୀ : ପୁରୀ ସଦର ଥାନା ପୁଲିସ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି ରବିବାର କୋର୍ଟ ଚାଲାଣ…

ବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ବିଜେତା ଗୋଳାବନ୍ଧ ଉପ ବିଜେତା ଶିମିଳିପାଳ l

ପାଲଲହଡା- ପାଲଲହଡା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଶିମିଳିପାଳ ଗ୍ରାମ ର ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଅନ୍ତଃଜିଲା…

ରାଜସ୍ଵ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

ବ୍ରହ୍ମପୁର,22/9 : ଭାଜପା ସରକାର କ୍ଷମତାକୁ ଆସିବା ପୂର୍ବରୁ ଗୁଜୁରାଟ ମୋଡେଲରେ ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ପାଇଁ ପ୍ରତିଶ୍ରୁତି…

ଅନ୍ତର୍ଜାତୀୟ ଶାନ୍ତି ଦିବସ 🕊️🌹 ତା: ୨୧-୦୯-୨୦୨୨🌹

ସ୍ବଚ୍ଛ ଆଚରଣ ମଧୁର ବଚନସୁନ୍ଦର ହୃଦୟ ଜାଣ,ହିଂସା କପଟରେ ଅଶାନ୍ତିର ଝଡ଼ସର୍ବ ସଂକଟ କାରଣ । ଯେଉଁ ପରିବାରେ ସ୍ନେହ ଶ୍ରଦ୍ଧା…

ସ୍କୁଲ ଛାତ୍ରକୁ କୁକୁଡ଼ା ବୋଝେଇ ପିକଅପ ଭେନ ଧକ୍କା ଦେଲା, କ୍ଷତିପୂରଣ ପାଇଁ ରାଜି ହେବାବେଳେ ପୋଲିସ ଛାତ୍ରକୁ ଧମକ ଦେଇ ଉଠେଇନେଲା l

ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଶନିମାଲ ଗାଁ ବଜାର ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜଣେ…

ଟିକିରି ପୋଲିସର ବଡ଼ ସଫଳତା, ଟିକିରିର ଏକ ବନ୍ଦ ଘରୁ ଲୁଟର ୬ ମାସ ପରେ ବି ଅଭିଯୁକ୍ତ ଗିରଫ୪ ଅଭିଯୁକ୍ତ ସହ ୪ତୁଳା ସୁନା,୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ

ରାୟଗଡା-ଅଜୟ ରଥ- ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର ଏକସାମ୍ବାଦିକ ସମ୍ମିଳନୀ କରି ଟିକିରି ଅଞ୍ଚଳରେ…

ବିଶ୍ୱକର୍ମା ପୂଜା ପାଇଁ ଉତ୍ସବ ମୁଖର ପାରାଦୀପ ବନ୍ଦର ନଗରୀ l

ପାରାଦୀପ : ପବିତ୍ର ବିଶ୍ୱକର୍ମା ପୂଜା ରେ ଝଲସୁଛି ବନ୍ଦର ନଗରୀ ପାରାଦୀପ l ଚତୁର୍ଥ ସନ୍ଧ୍ୟା ଅବସରରେ ପୂଜା ଦେଖିବା…

ସେବା ପକ୍ଷ ସପ୍ତାହ ପାଳନ ଅବସରରେ କେସିଙ୍ଗା ବ୍ଲକ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ

କେସିଙ୍ଗା ତା 20.09.25 ରକ୍ତ ଦାନ ମହତ ଦାନ ,କଳାହାଣ୍ଡି ଜିଲ୍ଲା ରେ ଭାରତୀୟ ଜନତା ପାର୍ଟିର ରକ୍ତଦାନ ଶିବିର କରି…