ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୬, ୨୦୨୪) ସଂସଦ ଭବନର ସେଣ୍ଟ୍ରାଲ ହଲରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ…
Month: November 2024
ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ “ଆମ ସମ୍ବିଧାନ ହେଉଛି ଆମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ମଜବୁତ ଆଧାରକାର୍ଯ୍ୟପାଳିକା, ବିଧାନପାଳିକା ଓ ନ୍ୟାୟପାଳିକା ତଥା ସମସ୍ତ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣରୁ ଆମର ସାମ୍ବିଧାନିକ ଆଦର୍ଶକୁ ଶକ୍ତି ମିଳିଥାଏଆମର ପ୍ରତିଷ୍ଠାତା ଦସ୍ତାବିଜ ସମ୍ବିଧାନ ବିଷୟରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାରେ ସମ୍ବିଧାନ ଦିବସ ପାଳନ ସହାୟକ ହୋଇଛି”: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ
ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ l ଆଜି ୭୫ତମ ସମ୍ବିଧାନ ଦିବସ ଅବସରରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର…
ନଇ ଚେତନା – ପହଲ ବଦଲାଓ କି’ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଲିଙ୍ଗଭିତ୍ତିକ ହିଂସା ବିରୋଧରେ ଏକ ମାସ ଧରି ଚାଲିବାକୁ ଥିବା ଜାତୀୟ ଅଭିଯାନର ତୃତୀୟ ସଂସ୍କରଣ ଆଜି ନୂଆଦିଲ୍ଲୀରେ ହେଲା ଶୁଭାରମ୍ଭ
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ୧୩ ଟି ରାଜ୍ୟରେ ୨୨୭ ଟି ନୂତନ ଜେଣ୍ଡର ରିସୋର୍ସ ସେଣ୍ଟର ଶୁଭାରମ୍ଭ…
(Release ID: 2077101) ଅଟଳ ଇନୋଭେସନ ମିଶନ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ଭାରତରେ ଏକ ଦୃଢ଼ ଉଦ୍ଭାବନ ଏବଂ ଉଦ୍ୟୋଗ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ମୋହରଭାରତର ବିଶ୍ଵସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାରେ…
ଯୋଗାଯୋଗ ଉପଲବ୍ଧ କରିବା, ଯାତ୍ରାକୁ ସହଜ କରିବା, ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା, ତୈଳ ଆମଦାନୀ ହ୍ରାସ କରିବା ଏବଂ CO2 ନିର୍ଗମନ ହ୍ରାସ କରିବା ପାଇଁ ଭାରତୀୟ ରେଳପଥରେ ତିନୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ
ପ୍ରକଳ୍ପଗୁଡ଼ିକ ବିଭାଗଗୁଡ଼ିକର ବର୍ତ୍ତମାନର ଲାଇନ୍ କ୍ଷମତା ବୃଦ୍ଧି ଏବଂ ପରିବହନ ନେଟୱାର୍କକୁ ବୃଦ୍ଧି କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ଯାହାଫଳରେ…
ରାୟଗଡ଼ା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ସେବା ସପ୍ତାହ ପାଳନ
ରାୟଗଡା ନଗର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ହେଇଯାଇଛି। ସୂଚନା ଅନୁସାରେ ଏହି…
ମୁନିଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକ ସଦର ମହକୁମାସ୍ଥିତ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।…
ଅଙ୍ଗନବାଡିର କମଳମତି ଶିଶୁ ପୋକରା ଚାଉଳର ଗରମ ରନ୍ଧା ଖାଦ୍ୟ ଖାଇ ହେବେ ସ୍ୱାସ୍ଥ୍ୟବାନ!
ରାୟଗଡ଼ା-୨୫-୧୧-୨୪- ଅଜୟ ରଥ-ରାୟଗଡ ପୌରପରିଷଦ ଅଂଚଳର ୨୭ଟି ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କ ପାଇଁ ପୋକରା ଚାଉଳ ପ୍ରଦାନ କରାଯାଇଛି।।ଯାହାକୁ ଖାଇ…
ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ସୁପରିଡେଣ୍ଟ
ଛତ୍ରପୁର : ୨୫.୧୧.୨୪ (ମିଥୁନ ବାରିକ୍) ଛତ୍ରପୁର : ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ ସୁପରିଡେଣ୍ଟ ଭାବେ…
ଭରସା ଆନୁକୂଲ୍ୟରେମେଧାବୀ ବିଦ୍ୟାର୍ଥୀଙ୍କୁ ” ବିଦ୍ୟାଜ୍ୟୋତି ସମ୍ମାନ ” (ଓଏଏସ ଓ ଡାକ୍ତର,ମେଟ୍ରିକ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଟପ୍ପର ସମ୍ବର୍ଦ୍ଧିତ )
(ମିଥୁନ ବାରିକ୍) ଛତ୍ରପୁର : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ, ପରିସରରେ ” ବିଦ୍ୟାଜ୍ୟୋତି ସମ୍ମାନ ” ସମାରୋହ…