ସେନା ଉଦ୍ଧାର କଲା ଟେମରି ଗ୍ରାମର ନିଖୋଜ ନାବାଳକ ପୁଅ କୁ

ନୂଆପଡା ଜିଲ୍ଲା ବୋଡେ଼ନ ରୁ ରିଖିରାମ ଦଳ ଙ୍କ ରିପୋର୍ଟ : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଟେମରି (ବନ୍ଦପଡା) ଗ୍ରାମର ପୂର୍ଣଚନ୍ଦ୍ର ବାଗ ବୟସ ୧୨ ଦୀର୍ଘ ଏକ ସପ୍ତାହ ହେବ ଘରୁ କୁଆଡେ ବାହାରି ନିଖୋଜ ହୋଇଯାଇଥିଲେ, ତାଙ୍କ ପରିବାର ଲୋକେ ବହୁ ଖୋଜାଖୁଜି କଲାପରେ ମଧ୍ୟ କୌଣସି ପତ୍ତା ପାଇ ନ ଥିଲେ, ଏହି ଘଟଣା କୁ ସାହାଯ୍ୟସେନା ସଭାପତି ବେଣୁଧର ଜଗତ ଙ୍କୁ ଖବର କଲାପରେ ଖୋଜାଖୋଜି ଆରମ୍ବ କରିଥିଲେ ଓ ଆଜି ନିଖୋଜ ନାବାଲକ ପୁଅ କୁ କଣ୍ଟାବାଞ୍ଜି ଅଞ୍ଚଳ ରୁ ଉଦ୍ଧାରକରି ଟେମରି ବନ୍ଦପଡା ଗ୍ରାମରେ ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି ସାହାଯ୍ୟସେନା ସଭାପତି ବେଣୁଧର ଜଗତ,ତାଙ୍କର ଏହିଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲ ରୁ ଭୁରିଭୁରି ପ୍ରଶଂସା କରିଛନ୍ତି l

Leave a Reply

Your email address will not be published. Required fields are marked *