

ପାଲଲହଡା : ଅନଗୁଳ ଜିଲ୍ଲା ପାଳଲହଡା ସଦର ଟାଉନ ର କଲେଜ ରୋଡ଼ ରେ ଆଜି ଏକ ନୂତନ TVS ବାଇକ ସୋରୁମ ଉଦଘାଟନ ହୋଇଯାଇଛି, ସୋରୁମ ର ମାଲିକ ପାର୍ଥସାରଥୀ ପାଣିଗ୍ରାହୀ 14 ବର୍ଷ ଧରି ବଜାର ଠାରେ ଏକ ଛୁଟ TVS ସୋରୁମ କରି TVS ଗ୍ରାହକ ମାନ ଙ୍କୁ ସେବା ଯୋଗାଇ ଆସୁଥିଲେ ଆଜି TVS ସୋରୁମ ର ଏରିଆ ମେନେଜର ଦୀପକ ମହାପାତ୍ର ଆନୁକୂଲ୍ୟରେ ଏକ ନୂତନ TVS ସୋରୁମ ଉଦଘାଟନ ହୋଇଯାଇଛି ଏହି ଉଦଘାଟନ ଦିନ 1 ଟା ରେ ଆରମ୍ଭ ହୋଇଥିବାବେଳେ ମୁଖ୍ୟ ଅତିଥିଭାବେ ଏରିଆ ମେନେଜର ଦୀପକ ମହାପାତ୍ର, ଏବଂ କ୍ରେଡିଟ ହେଡ଼ ସୌରଭ ବାନାର୍ଜୀ ଓ TVS ସୋରୁମ ମାଲିକ ପାର୍ଥସାରଥୀ ପାଣିଗ୍ରାହୀ ଉପସ୍ଥିତ ରହି ଫିତା କାଟି ନୂତନ ସୋରୁମ କୁ ଉଦଘାଟନ କରିଥିଲେ, ଏହି ଉଦ୍ଘାଟନୀ ଉତ୍ସବ ରେ 5 ସହ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ, ଏହି ସୋରୁମ ହେବା ଦ୍ୱାର ସଠିକ ମୂଲ୍ୟରେ ସ୍କୁଟି ଓ ବାଇକ ଫାଇନାସ କରିବା ସହିତ ଗ୍ରାହକ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୋରୁମ ମାଲିକ ପ୍ରକାଶ କରିଛନ୍ତି.