
ବାରିପଦା,ଉଦଳା : 12/11/24 ଦୀନବନ୍ଧୁବାରିକ(ମୟୂରଞଜିଲ୍ଲା ପ୍ରତିନିଧ ,ନିକଟରେ ଘଟିଯାଇଥିବା ବାତ୍ଯା(ଦାନା)ର ପ୍ରଭାବ ରେ ସଂଘଟିତ ପ୍ରବଳ ବର୍ଷା ସହିତ ବନ୍ଯା ହୋଇ ମୟୂରଭଞ୍ଜ ଜିଲ୍ଲା,କପ୍ତିପଦା ଉପ ଖଣ୍ଡ ପେଡାଗଡି ଗ୍ରାମର(P.W.D) ରୋଡ
ରୁ ପ୍ରାୟ ୫୦୦ ଦୂରରେ ଡାହାଣ ପଟରେ ବହୁଦିନ ପୂର୍ବରୁ ନିର୍ମିତ ହୋଇଥିବା ସରକାରୀ ଡ୍ରେନ୍ ଟି ଭାଙ୍ଗିଯାଇଛି।ଏହାର ପୁନଃ ନିର୍ମାଣ ପାଇଁ ଉକ୍ତ ଗ୍ରାମବାସୀମାନେ ଉଦଳାସ୍ଥ ଉପଖଣ୍ଡୀୟ ସହକାରୀ ଯନ୍ତ୍ରୀଙ୍କ ଜରିୟାରେ ବାରିପଦା ସ୍ଥ ମୟୂରଭଞ୍ଜ ଜିଲ୍ଲା (R.D) ନିର୍ବାହୀ ତଥା
ଅଧିକ୍ଷଣ ଯନ୍ତୀଙ୍କ ଉଦ୍ଦେଶ୍ଯରେ ଏକ ଲିଖିତ ଆବେଦନ ପତ୍ର ପ୍ରଦାନ କରିଥିବାର ଯଣାଜିଇଛି।